ଭେଜ ବର୍ଗର

ଉଇକିପିଡ଼ିଆ‌ରୁ
ଭେଜ ବର୍ଗର
ପ୍ରକାରସ୍ୟାଣ୍ଡୱିଚ
ମୁଖ୍ୟ ଉପାଦାନପାରିବା, ବନସ୍ପତି ପ୍ରୋଟିନ, ପନିର, ନଟ୍ସ, ଛତୁ, ଅନାଜ

ଭେଜ ବର୍ଗରରେ ସାଧାରଣତଃ ମାଂସର ବ୍ୟବହାର ହୋଇ ନଥାଏ, କିନ୍ତୁ ଅଣ୍ଡା ଏବଂ କ୍ଷୀରରେ ବ୍ୟବହାର ହୋଇପାରେ ।[୧] ଭେଜ ବର୍ଗରରେ ମୁଖ୍ୟତଃ - ଆଳୁ କିମ୍ବା ମକା, ବନସ୍ପତି ପ୍ରୋଟିନ, ସୋୟା, ପନିର, ବିନ୍ସ, ଛତୁ, ଅନାଜ ଯେପରି ଗହମ ଇତ୍ୟାଦିର ବ୍ୟବହାର ହୋଇଥାଏ ।

ଇତିହାସ[ସମ୍ପାଦନା]

ଭେଜ ବର୍ଗର, 1982 ମସିହାରେ ଲଣ୍ଡନରେ ଗ୍ରେଗୋରୀ ସେମଙ୍କଦ୍ୱାରା ତିଆରି ହୋଇଥିଲା, ସେ ପ୍ରଥମେ ଏହାକୁ ଭେଜ ବର୍ଗର କହିଥିଲେ । ଗ୍ରେଗୋରୀ ଏବଂ ତାଙ୍କ ଭାଈ କ୍ରେଗ 1960 ଦଶକରେ ପେଣ୍ଡିଗଟନରେ ଏକ ପ୍ରାକୃତିକ ଭୋଜନ ରେଷ୍ଟୁରାଣ୍ଟ ଚଲେଇଥିଲେ ।[୨]

ଗାର୍ଡେନ ବର୍ଗର ନାମର ପ୍ରୟୋଗ, ପ୍ରାରମ୍ଭିକ ଭେଜ ବର୍ଗରକୁ ବିକଶିତ କରାଯାଇଥିଲା । ପାଲ ବାର୍ନର , 1980 କିମ୍ବା 1981 ମସିହାର ପାଖାପାଖି ଜିତିଥିବା ଶକାହାରୀ ରେଷ୍ଟୁରାଣ୍ଟ ଦି ଗାର୍ଡେନ ହାଉସ କରିଥିଲେ । [୩]

ରେଷ୍ଟୁରାଣ୍ଟ[ସମ୍ପାଦନା]

21ବିଂ ଶତାବ୍ଦୀର ଆରମ୍ଭ ପରେ କିଛି ଫାଷ୍ଟ ଫୁଡ଼ କମ୍ପାନୀ ଶକାହାରୀ ଖାଦ୍ୟ ପଦାର୍ଥର ଆୟୋଜନ କରୁଛନ୍ତି ।

ଭାରତ[ସମ୍ପାଦନା]

ଭାରତରେ ଯେଉଁଠାରେ ଶକାହାରୀ ବ୍ୟାପକ ଅଟେ, (McDonald's), (Burger King), (Wendy's) ଏବଂ (KFC) ଭେଜ ବର୍ଗରର ସେବା କରିଥାନ୍ତି ।[୪][୫][୬] 2012 ମସିହାରେ, McDonald's ଭାରତରେ ନିଜର ପ୍ରଥମ ଶକାହାରୀ ରେଷ୍ଟୁରାଣ୍ଟ ଖୋଲିଥିଲେ ।[୭]

ସମଗ୍ର ବିଶ୍ୱରେ[ସମ୍ପାଦନା]

Veg Bean Burger with Fries

ରେଷ୍ଟୁରାଣ୍ଟ :

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Vegetarians fed a fast one with meat by-products found in some of their dishes". The Telegraph. Retrieved 2013-04-24.
  2. "The Vegeburger story". Chaos Works. Retrieved 2006-11-11.
  3. "Inventor of the Week – Paul Wenner". MIT. Retrieved 27 July 2012.
  4. "Rediff On The NeT: Meatless Burgers Gain Popularity Across America". www.rediff.com.
  5. McDonald's new TVC pushes McChicken, McVeggie products Indiantelevision.com
  6. "Burger King Brings Beef-Free Whoppers to India". Wall Street Journal. 30 October 2014. Retrieved 6 November 2014. {{cite news}}: Cite has empty unknown parameter: |1= (help)
  7. "McDonald's opens vegetarian-only restaurant". BBC.