କ୍ଲୋରୋକ୍ସିଲେନୋଲ

ଉଇକିପିଡ଼ିଆ‌ରୁ
ଛାଞ୍ଚ:Chembox EINECS
କ୍ଲୋରୋକ୍ସିଲେନୋଲ
Kekulé, skeletal formula of chloroxylenol
Names
Systematic IUPAC name
4-Chloro-3,5-dimethylphenol[୧]
Other names
  • para-Chloro-meta-xylenol
  • PCMX
  • Dettol
Identifiers
CAS number 88-04-0 checkY
PubChem 2723
ChemSpider 21106017 checkY
UNII 0F32U78V2Q checkY
KEGG D03473 checkY
MeSH {{{MeSHName}}}
ChEBI CHEBI:34393
ChEMBL CHEMBL398440 ☒N
RTECS number ZE6850000
{{{Beilstein}}}
Jmol-3D images Image 1
Image 2
  • Cc1cc(O)cc(C)c1Cl


    CC1=CC(O)=CC(C)=C1Cl

  • InChI=1S/C8H9ClO/c1-5-3-7(10)4-6(2)8(5)9/h3-4,10H,1-2H3 ☒N
    Key: OSDLLIBGSJNGJE-UHFFFAOYSA-N ☒N


    InChI=1/C8H9ClO/c1-5-3-7(10)4-6(2)8(5)9/h3-4,10H,1-2H3
    Key: OSDLLIBGSJNGJE-UHFFFAOYAY

Properties
Melting point 114 to 116 °C (237 to 241 °F; 387 to 389 K)
log P 3.377
Acidity (pKa) 9.76
Basicity (pKb) 4.24
Pharmacology
D08AE05 (WHO)
Hazards
GHS pictograms The exclamation-mark pictogram in the Globally Harmonized System of Classification and Labelling of Chemicals (GHS)
GHS signal word WARNING
H302, H315, H317, H319
P280, P305+351+338
Except where noted otherwise, data are given for materials in their standard state (at 25 °C (77 °F), 100 kPa)
Infobox references

କ୍ଲୋରୋକ୍ସିଲେନୋଲ (ଇଂରାଜୀ ଭାଷାରେ Chloroxylenol, ଅନ୍ୟ ନାମ ପାରା-କ୍ଲୋତୋ-ମେଟା-ଜାଇଲେନୋଲ/ para-chloro-meta-xylenol ବା PCMX), ଏକ ଆଣ୍ଟିସେପ୍ଟିକ (antiseptic) ଓ ଡିସଇନଫେକ୍ଟାଣ୍ଟ (disinfectant) ଯାହା ଅପରେଶନ ଯନ୍ତ୍ରପାତି (surgical instruments) ପରିଷ୍କାର ଓ ଚର୍ମ ଡିସଇନଫେକସନ (skin disinfection) କରିବା ନିମନ୍ତେ ବ୍ୟବ‌ହାର କରାଯାଏ ।[୨] ଏହା ଅନେକଗୁଡ଼ିଏ ଘରୋଇ ଡିସଇନଫେକ୍ଟାଣ୍ଟ ଓ କ୍ଷତ (wound) ସଫାକାରକ ପଦାର୍ଥରେ ଥାଏ । [୩] ଏହା ଅନ୍ୟାନ୍ୟ କେତେକ ଏହି ଧରଣର ଏଜେଣ୍ଟ‌ଠାରୁ ଅଳ୍ପ ପ୍ରଭାବଶାଳୀ ।[୪][୫] ଏହା ଏକ ତରଳ ପଦାର୍ଥ ଆକାରରେ ମିଳେ । [୨]

ଏହାର ପ୍ରତିକ୍ରିୟ ଅତି ଅଳ୍ପ ଥାଏ ଓ ଚର୍ମ ପ୍ରତିକ୍ରିୟା ଦେଖାଯାଇପାରେ ।[୨][୪] ଏହା ସାଥୀରେ ପାଣି ବା ଆଲକୋହୋଲ (alcohol) ମିଶେଇ ବ୍ୟବ‌ହାର କରାଯାଇପାରେ ।[୨] ଏହା ଗ୍ରାମ ପଜିଟିଭ ଜୀବାଣୁ (Gram-positive bacteria) ବିରୁଦ୍ଧରେ ପ୍ରଭାବଶାଳୀ ହୁଏ ।[୨] ଜୀବାଣୁମାନଙ୍କର କୋଷାବରଣ (cell wall) ଭାଙ୍ଗିଦିଏ ଓ ଏଞ୍ଜାଇମ (enzymes) କାମକୁ ବନ୍ଦ କରିଦିଏ ।[୫]

କ୍ଲୋରୋକ୍ସିଲେନୋଲ ପ୍ରଥମେ ସନ ୧୯୨୭ରେ ପ୍ରସ୍ତୁତ କରାଯାଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫% ଲିଟର ତରଳ ପଦାର୍ଥର ହୋଲସେଲ ମୂଲ୍ୟ ୨.୦୦ରୁ ୬.୨୦ ଆମେରିକୀୟ ଡଲାର ।[୮] ଏହାକୁ ଅନେକ ନାମରେ ବିଭନ୍ନ କମ୍ପାନୀ ବିକ୍ରୟ କରନ୍ତି ଓ ଡେଟଲ ଏମାନଙ୍କ ମଧ୍ୟରୁ ଗୋଟିଏ ।[୩][୯]

ଆଧାର[ସମ୍ପାଦନା]

  1. CID 2723 from PubChem
  2. ୨.୦ ୨.୧ ୨.୨ ୨.୩ ୨.୪ WHO Model Formulary 2008 (PDF). World Health Organization. 2009. p. 324. ISBN 9789241547659. Retrieved 8 January 2017.
  3. ୩.୦ ୩.୧ Griffiths, Christopher; Barker, Jonathan; Bleiker, Tanya; Chalmers, Robert; Creamer, Daniel. Rook's Textbook of Dermatology, 4 Volume Set (in ଇଂରାଜୀ). John Wiley & Sons. p. 128.38. ISBN 9781118441176.
  4. ୪.୦ ୪.୧ Digison, MB (2007). "A review of anti-septic agents for pre-operative skin preparation". Plastic surgical nursing : official journal of the American Society of Plastic and Reconstructive Surgical Nurses. 27 (4): 185–9, quiz 190-1. PMID 18165724.
  5. ୫.୦ ୫.୧ Mahon, Connie R.; Lehman, Donald C.; Jr, George Manuselis (2014). Textbook of Diagnostic Microbiology (in ଇଂରାଜୀ) (5 ed.). Elsevier Health Sciences. p. 67. ISBN 9780323292627.
  6. Larson, E; Talbot, GH (August 1986). "An approach for selection of health care personnel handwashing agents". Infection control : IC. 7 (8): 419–24. PMID 3091524.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Chloroxylenol". International Drug Price Indicator Guide. Retrieved 8 December 2016.[permanent dead link]
  9. "Chloroxylenol - brand name list from Drugs.com". www.drugs.com.