ଅର୍ଜୁନ ବାଜପେୟୀ
ଦେଖଣା
ଅର୍ଜୁନ ବାଜପେୟୀକୁ | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୯ ଜୁନ ୧୯୯୩
ଜାତୀୟତା | ଭାରତୀୟ |
ଅର୍ଜୁନ ବାଜପେୟୀ ଜଣେ ଭାରତୀୟ ପର୍ବତରୋହି ଅଟନ୍ତି ସେ 23 ମଇ 2016 ମସିହାରେ ବିଶ୍ୱର ପଞ୍ଚମ ସବୁଠାରୁ ଉଚ୍ଚ ମାଉଣ୍ଟ ମକାଲୁ (8,463 ମି.ଉଚ୍ଚ)ରେ ତ୍ରିରଙ୍ଗା ଉଡେଇବାରେ ସଫଳତା ଲାଭ କରିଥିଲେ । ଏହି ପାହାଡର ଶିଖରକୁ ଚଢ଼ିଥିବା ସବୁଠାରୁ କମ ବୟସର ପର୍ବତରୋହି ଅଟନ୍ତି । ଏହା ପୂର୍ବରୁ ସେ ବିଶ୍ୱର ସବୁଠାରୁ ବଡ଼ ଶିଖର ମାଉଣ୍ଟ ଏଭରେଷ୍ଟ , ବିଶ୍ୱର ଚତୁର୍ଥ ଶିଖର ହ୍ଲୋସ୍ତେ ଏବଂ ବିଶ୍ୱର ଅଷ୍ଟମ ଶିଖର ମାନସଲୁରେ ସେ ଚଢ଼ି ସାରିଛନ୍ତି। ଏହା ସହିତ ସେ ବିଶ୍ୱର ଏପରି ପର୍ବତରୋହି ହୋଇଗଲେ , ଯିଏ ସବୁଠାରୁ କମ ବୟସରେ 8000 ମିଟର ଉଚ୍ଚ ଶିଖରରେ ଚଢ଼ିଥିଲେ ।[୧][୨]
ଆଧାର
[ସମ୍ପାଦନା]- ↑ ସରକାର, ସୁଦେଶନ (22 ମଇ2010). "Indian, American teen on top of Mt Everest". ଟାଇମ୍ସ ଅଫ ଇଣ୍ଡିଆ (in ଇଂରାଜୀ). Archived from the original on 2013-12-02. Retrieved 26 ମଇ2016.
{{cite news}}
: Check date values in:|accessdate=
and|date=
(help); Unknown parameter|trans_title=
ignored (|trans-title=
suggested) (help) - ↑ ଅର୍ଚନା, କେସୀ (23 ଅକ୍ଟୋବର 2015). "Indian boys climb an untouched mountain peak and name it after APJ Abdul Kalam". ଇଣ୍ଡିଆ ଟୁଡେ (in ଇଂରାଜୀ). Retrieved 26 ମଇ23016.
{{cite news}}
: Check date values in:|accessdate=
(help); Unknown parameter|trans_title=
ignored (|trans-title=
suggested) (help)