ବ୍ୟବହାରକାରୀ:Bikash Ojha/new

ଉଇକିପିଡ଼ିଆ‌ରୁ
ଓଡ଼ିଆ ଲିପିରେ ଲିଖିତ କୌଣସି ଶବ୍ଦ/ବାକ୍ୟର ଉଚ୍ଚାରଣ ଦେଖାଇବା ପାଇଁ ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ (ଆଇପିଏ-IPA) ଓ ରୋମାନ/ଲାଟିନ ଅକ୍ଷର ବ୍ୟବହାର କରାଯାଏ ଫଳରେ ଅଣ-ଓଡ଼ିଆ ଲୋକେ ଓଡ଼ିଆରେ ଲିଖିତ ପାଠ ଉଚ୍ଚାରଣ କରିପାରିବେ । ଏହି କନଭର୍ଟର ବ୍ୟବହାର କରି ସେହି ରୂପାନ୍ତର କରିପାରିବେ । ଏହା ମୋବାଇଲ ଦେଖଣାରେ ହୁଏତ କାମ କରିନପାରେ । କାମ କରୁନଥିଲେ ତଳକୁ ସ୍କ୍ରୋଲ କରି "ଡେସ୍କଟପ" ଦେଖଣା ସଚଳ କରନ୍ତୁ ।

ଆଧାର[ସମ୍ପାଦନା]

ପରିଚାଳନା[ସମ୍ପାଦନା]

ସୋର୍ସ କୋଡ଼ ଓ ଲାଇସେନ୍ସ[ସମ୍ପାଦନା]