ଅମନଦୀପ କୌର
ଦେଖଣା
ବ୍ୟକ୍ତିଗତ ତଥ୍ୟ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | Did not recognize date. Try slightly modifying the date in the first parameter. (age Error: Need valid year, month, day) | ||||||||||||||||||||
Medal record
|
ଅମନଦୀପ କୌର (ଜନ୍ମ ୧୯୭୬ ଜାନୁଆରୀ ୧) ଭାରତର ମହିଳା ଜାତୀୟ ହକି ଦଳର ସଦସ୍ୟ ।[୧] ଏହି ଦଳ ୨୦୦୨ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣପଦକ ଜିଣିଥିବା ସମୟରେ ସେ ଦଳରେ ଖେଳିଥିଲେ । ସେ ପ୍ରଥମେ ମିଡ-ଫିଲ୍ଡ଼ରୁ ଖେଳିବା ଆରମ୍ଭ କରି ପରେ ଫରୱାର୍ଡ଼ରେ ଖେଳୁଛନ୍ତି ।[୨] ତାଙ୍କ ଜନ୍ମ ପଞ୍ଜାବରେ ହୋଇଥିଲା । ସେ ୨୦୧୪ ମସିହାରେ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେଠାରେ ତାଙ୍କ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୨୦୧୫ ମସିହାରେ ସ୍ପେନରେ ଜର୍ମାନୀ ବିରୋଧରେ ଏକ ମ୍ୟାଚରେ ତାଙ୍କର ଏକ ପେନାଲ୍ଟି କର୍ଣ୍ଣର ପରିବର୍ତ୍ତନଦ୍ୱାରା ଭାରତ ବିଜୟୀ ହୋଇଥିଲା ।[୩]
ଆଧାର
[ସମ୍ପାଦନା]- ↑ "Indian women hockey team to leave for Spain tour". The Economic Times. 9 February 2015. Retrieved 9 September 2020.
- ↑ Raman, Tarun (4 March 2017). "Best five women players in Indian hockey - Sportswallah". sportswallah. Retrieved 9 September 2020.
- ↑ Mukherjee, Jui (5 March 2015). "6 Indian women's hockey players you need to know". www.sportskeeda.com (in ଆମେରିକୀୟ ଇଂରାଜୀ). Retrieved 9 September 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |