ବିନୀତା ବାଳୀ

ଉଇକିପିଡ଼ିଆ‌ରୁ
ବିନୀତା ବାଳୀ
ବିନୀତା ବାଳୀ, ବ୍ରିଟାନିୟା ଇଣ୍ଡଷ୍ଟ୍ରିର (ସି।ଇ।ଓ) ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ
ଜନ୍ମ11 ନଭେମ୍ବର 1955
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ଜମନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ (ପ୍ରବନ୍ଧ ସ୍ନାତକ)
ମିସିଗନ ଷ୍ଟେଟ ୟୁନିଭରସିଟି
ବୃତ୍ତିବ୍ରିଟାନିୟା ଇଣ୍ଡଷ୍ଟ୍ରିର (ସି।ଇ।ଓ) ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ
ସକ୍ରିୟ ବର୍ଷ1980- ବର୍ତ୍ତମାନ

ବିନୀତା ବାଳୀ ଜଣେ ଭାରତୀୟ ମହିଳା ଉଦ୍ୟମୀ ଅଟନ୍ତି, ଯିଏ ବ୍ରିଟାନିୟା ଇଣ୍ଡଷ୍ଟ୍ରିର (ସି.ଇ.ଓ) ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ ଅଟନ୍ତି । [୧]

ଶିକ୍ଷା[ସମ୍ପାଦନା]

ବର୍ଷ ୧୯୭୫ ମସିହାରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମହିଳା ଶ୍ରୀରାମ କଲେଜରୁ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସିଲ କରିଥିଲେ । ତତ୍ପଶ୍ଚାତ ଜମନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜରୁ ଏମ.ବି.ଏ କରିଥିଲେ । ସେ ସଂଯୁକ୍ତ ରାଜ୍ୟ ଆମେରିକାର ମିସିଗନ ଷ୍ଟେଟ ୟୁନିଭରସିଟିରୁ ଛାତ୍ରବୃତ୍ତି ପ୍ରାପ୍ତ କଲେ ଏବଂ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଏକ ପ୍ରଶିକ୍ଷ ରୂପେ କାର୍ଯ୍ୟ କଲେ । [୨]

କ୍ୟାରିଅର[ସମ୍ପାଦନା]

ବିନୀତା ବାଳୀ ଏବଂ ବଲ୍ଲା ଗ୍ରେଟ ଲେକ, ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ

ସେ ନିଜ କ୍ୟାରିଅରର ଆରମ୍ଭ "ବୋଲ୍ଟାସ"ରେ କରିଥିଲେ , ଯେଉଁଠାରେ ସେ ଶୀତଲ ପେୟ ବ୍ରାଣ୍ଡ "ରସ୍ନା"ର ଶୁଭାରମ୍ଭ କରିଥିଲେ । ସେ ୧୪ ବର୍ଷ ପର୍ଯ୍ୟନ୍ତ "କ୍ୟାର୍ଡବେରୀ"ର ଭାରତୀୟ ଡିଭିଜନ ପାଇଁ କାମ କରି ଭାରତ ଏବଂ ଆଫ୍ରିକାରେ କମ୍ପାନୀର ବଜାର ବିସ୍ତାର କରିଥିଲେ । ୧୯୯୪ ମସିହାରେ "କୋକାକୋଲା"ରେ ଜଣେ ବିପୁଣ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରିଥିଲେ ଏବଂ ଏହାପରେ ସେ ଆମେରିକା ପାଇଁ ଜଣେ ଉପାଧ୍ୟକ୍ଷ ରୂପେ ନିଯୁକ୍ତ ହେଲେ । କୋକରେ ନିଜ ୯ବର୍ଷ ମଧ୍ୟରେ , ସେ ବିପୁଣତାର ରଣନୀତି ଅନ୍ତର୍ଗତ ଉପାଧ୍ୟକ୍ଷ ରୂପେ କାମ କରିଥିଲେ । [୩][୪]

ସେ ୨୦୦୫ ମସିହାରେ ଜିମାନ ସମୂହ ଛାଡିଦେଲେ ଏବଂ ଭାରତୀୟ ଖାଦ୍ୟ କମ୍ପାନୀ ବ୍ରିଟାନିୟା ଇଣ୍ଡଷ୍ଟ୍ରିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପେ ନିଯୁକ୍ତ ହେଲେ , ଯେଉଁଠାରେ ତାଙ୍କୁ ୨୦୦୬ ମସିହାରେ ପ୍ରବନ୍ଧ ନିର୍ଦ୍ଦେଶକ ପଦରେ ଅଧିକାରୀ କରାଗଲା । ବାଳୀଙ୍କୁ ୨୦୦୯ ମସିହାରେ "ବର୍ଷର ମହିଳା ଉଦ୍ୟମି" ରୂପେ (ଇକୋନୋମିକ ଟାଇମ୍ସ ପୁରସ୍କାର)ରେ ସମ୍ମାନିତ କରାଗଲା। [୫] ୨୦୦୯ ମସିହାରେ ସେ "ବ୍ରିଟାନିୟା ନ୍ୟୁଟ୍ରିସିଅନ ଫାଉଣ୍ଡେସନ"ର ସ୍ଥାପନ କରିଥିଲେ , ଯାହା ଭାରତର ପ୍ରତ୍ୟେକ ସ୍କୁଲ ପିଲାମାନଙ୍କ କୁପୋଷଣକୁ ମିଟାଇବା ରାସ୍ତାରେ ଆନ୍ଦୋଳନ ରତ ହୋଇଥିଲେ । ଏହି ଫାଉଣ୍ଡେସନର ସ୍ଥାପନା ଏବଂ ଉଦ୍ଦେଶ୍ୟର ଦୃଷ୍ଟିଗତ ତାଙ୍କୁ ସାମାଜିକ ଦାଇତ୍ୱ ପୁରସ୍କାରରେ ଅଳଙ୍କୃତ କରାଗଲା । [୬]

ଆଧାର[ସମ୍ପାଦନା]

  1. करमाली, नाज़नीन (31 जनवरी 2012). "Britannia's Tough Cookie". फोर्ब्स डॉट कॉम (in अँग्रेजी). Retrieved 9 अप्रैल 2016. {{cite news}}: Check date values in: |accessdate= and |date= (help); Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  2. "Management Team: Vinita Bali" (in अँग्रेजी). ब्रिटानिया इंडस्ट्रीज. Retrieved 9 अप्रैल 2016. {{cite web}}: Check date values in: |accessdate= (help); Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  3. "Vinita Bali" (in अँग्रेजी). बिजनेस वीक. Retrieved 9 अप्रैल 2016. {{cite web}}: Check date values in: |accessdate= (help); Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  4. "Meet Vinita Bali, Britannia CEO" (in अँग्रेजी). रेडिफ़ डॉट कॉम मनी. 8 नवंबर 2004. Retrieved 9 अप्रैल 2016. {{cite web}}: Check date values in: |accessdate= and |date= (help); Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  5. "Asia's 50 Power Businesswomen: Karen Agustiawan". फोर्ब्स (in अँग्रेजी). मार्च 20129 अप्रैल 2016. {{cite news}}: Check date values in: |date= (help); Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  6. "Britannia Industries get CSR Award". दि हिन्दू (in अँग्रेजी). 12 दिसंबर 2010. Retrieved 9 अप्रैल 2016. {{cite news}}: Check date values in: |accessdate= and |date= (help); Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)