ବିନୀତା ବାଳୀ
ବିନୀତା ବାଳୀ | |
---|---|
ଜନ୍ମ | 11 ନଭେମ୍ବର 1955 |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜମନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ (ପ୍ରବନ୍ଧ ସ୍ନାତକ) ମିସିଗନ ଷ୍ଟେଟ ୟୁନିଭରସିଟି |
ବୃତ୍ତି | ବ୍ରିଟାନିୟା ଇଣ୍ଡଷ୍ଟ୍ରିର (ସି।ଇ।ଓ) ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | 1980- ବର୍ତ୍ତମାନ |
ବିନୀତା ବାଳୀ ଜଣେ ଭାରତୀୟ ମହିଳା ଉଦ୍ୟମୀ ଅଟନ୍ତି, ଯିଏ ବ୍ରିଟାନିୟା ଇଣ୍ଡଷ୍ଟ୍ରିର (ସି.ଇ.ଓ) ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ ଅଟନ୍ତି । [୧]
ଶିକ୍ଷା
[ସମ୍ପାଦନା]ବର୍ଷ ୧୯୭୫ ମସିହାରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମହିଳା ଶ୍ରୀରାମ କଲେଜରୁ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସିଲ କରିଥିଲେ । ତତ୍ପଶ୍ଚାତ ଜମନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜରୁ ଏମ.ବି.ଏ କରିଥିଲେ । ସେ ସଂଯୁକ୍ତ ରାଜ୍ୟ ଆମେରିକାର ମିସିଗନ ଷ୍ଟେଟ ୟୁନିଭରସିଟିରୁ ଛାତ୍ରବୃତ୍ତି ପ୍ରାପ୍ତ କଲେ ଏବଂ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଏକ ପ୍ରଶିକ୍ଷ ରୂପେ କାର୍ଯ୍ୟ କଲେ । [୨]
କ୍ୟାରିଅର
[ସମ୍ପାଦନା]ସେ ନିଜ କ୍ୟାରିଅରର ଆରମ୍ଭ "ବୋଲ୍ଟାସ"ରେ କରିଥିଲେ , ଯେଉଁଠାରେ ସେ ଶୀତଲ ପେୟ ବ୍ରାଣ୍ଡ "ରସ୍ନା"ର ଶୁଭାରମ୍ଭ କରିଥିଲେ । ସେ ୧୪ ବର୍ଷ ପର୍ଯ୍ୟନ୍ତ "କ୍ୟାର୍ଡବେରୀ"ର ଭାରତୀୟ ଡିଭିଜନ ପାଇଁ କାମ କରି ଭାରତ ଏବଂ ଆଫ୍ରିକାରେ କମ୍ପାନୀର ବଜାର ବିସ୍ତାର କରିଥିଲେ । ୧୯୯୪ ମସିହାରେ "କୋକାକୋଲା"ରେ ଜଣେ ବିପୁଣ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରିଥିଲେ ଏବଂ ଏହାପରେ ସେ ଆମେରିକା ପାଇଁ ଜଣେ ଉପାଧ୍ୟକ୍ଷ ରୂପେ ନିଯୁକ୍ତ ହେଲେ । କୋକରେ ନିଜ ୯ବର୍ଷ ମଧ୍ୟରେ , ସେ ବିପୁଣତାର ରଣନୀତି ଅନ୍ତର୍ଗତ ଉପାଧ୍ୟକ୍ଷ ରୂପେ କାମ କରିଥିଲେ । [୩][୪]
ସେ ୨୦୦୫ ମସିହାରେ ଜିମାନ ସମୂହ ଛାଡିଦେଲେ ଏବଂ ଭାରତୀୟ ଖାଦ୍ୟ କମ୍ପାନୀ ବ୍ରିଟାନିୟା ଇଣ୍ଡଷ୍ଟ୍ରିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପେ ନିଯୁକ୍ତ ହେଲେ , ଯେଉଁଠାରେ ତାଙ୍କୁ ୨୦୦୬ ମସିହାରେ ପ୍ରବନ୍ଧ ନିର୍ଦ୍ଦେଶକ ପଦରେ ଅଧିକାରୀ କରାଗଲା । ବାଳୀଙ୍କୁ ୨୦୦୯ ମସିହାରେ "ବର୍ଷର ମହିଳା ଉଦ୍ୟମି" ରୂପେ (ଇକୋନୋମିକ ଟାଇମ୍ସ ପୁରସ୍କାର)ରେ ସମ୍ମାନିତ କରାଗଲା। [୫] ୨୦୦୯ ମସିହାରେ ସେ "ବ୍ରିଟାନିୟା ନ୍ୟୁଟ୍ରିସିଅନ ଫାଉଣ୍ଡେସନ"ର ସ୍ଥାପନ କରିଥିଲେ , ଯାହା ଭାରତର ପ୍ରତ୍ୟେକ ସ୍କୁଲ ପିଲାମାନଙ୍କ କୁପୋଷଣକୁ ମିଟାଇବା ରାସ୍ତାରେ ଆନ୍ଦୋଳନ ରତ ହୋଇଥିଲେ । ଏହି ଫାଉଣ୍ଡେସନର ସ୍ଥାପନା ଏବଂ ଉଦ୍ଦେଶ୍ୟର ଦୃଷ୍ଟିଗତ ତାଙ୍କୁ ସାମାଜିକ ଦାଇତ୍ୱ ପୁରସ୍କାରରେ ଅଳଙ୍କୃତ କରାଗଲା । [୬]
ଆଧାର
[ସମ୍ପାଦନା]- ↑ करमाली, नाज़नीन (31 जनवरी 2012). "Britannia's Tough Cookie". फोर्ब्स डॉट कॉम (in अँग्रेजी). Retrieved 9 अप्रैल 2016.
{{cite news}}
: Check date values in:|accessdate=
and|date=
(help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Management Team: Vinita Bali" (in अँग्रेजी). ब्रिटानिया इंडस्ट्रीज. Retrieved 9 अप्रैल 2016.
{{cite web}}
: Check date values in:|accessdate=
(help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Vinita Bali" (in अँग्रेजी). बिजनेस वीक. Retrieved 9 अप्रैल 2016.
{{cite web}}
: Check date values in:|accessdate=
(help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Meet Vinita Bali, Britannia CEO" (in अँग्रेजी). रेडिफ़ डॉट कॉम मनी. 8 नवंबर 2004. Retrieved 9 अप्रैल 2016.
{{cite web}}
: Check date values in:|accessdate=
and|date=
(help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Asia's 50 Power Businesswomen: Karen Agustiawan". फोर्ब्स (in अँग्रेजी). मार्च 20129 अप्रैल 2016.
{{cite news}}
: Check date values in:|date=
(help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Britannia Industries get CSR Award". दि हिन्दू (in अँग्रेजी). 12 दिसंबर 2010. Retrieved 9 अप्रैल 2016.
{{cite news}}
: Check date values in:|accessdate=
and|date=
(help); Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link)