କ୍ରିସ୍ଟିନ୍ ଲାଗ୍ରେଡ୍

ଉଇକିପିଡ଼ିଆ‌ରୁ
କ୍ରିସ୍ଟିନ୍ ଲାଗ୍ରେଡ୍
Managing Director of the International Monetary Fund
Assumed office
5 July 2011
DeputyDavid Lipton
ପୂର୍ବ ଅଧିକାରୀDominique Strauss-Kahn
Minister of Finance
କାର୍ଯ୍ୟକାଳ
19 June 2007 – 29 June 2011
ରାଷ୍ଟ୍ରପତିNicolas Sarkozy
ପ୍ରଧାନ ମନ୍ତ୍ରୀFrançois Fillon
ପୂର୍ବ ଅଧିକାରୀJean-Louis Borloo
ପର ଅଧିକାରୀFrançois Baroin
Minister of Agriculture
କାର୍ଯ୍ୟକାଳ
18 May 2007 – 18 June 2007
ରାଷ୍ଟ୍ରପତିNicolas Sarkozy
ପ୍ରଧାନ ମନ୍ତ୍ରୀFrançois Fillon
ପୂର୍ବ ଅଧିକାରୀDominique Bussereau
ପର ଅଧିକାରୀMichel Barnier
Minister of Commerce and Industry
କାର୍ଯ୍ୟକାଳ
2 June 2005 – 15 May 2007
ରାଷ୍ଟ୍ରପତିJacques Chirac
ପ୍ରଧାନ ମନ୍ତ୍ରୀDominique de Villepin
ପୂର୍ବ ଅଧିକାରୀChristian Jacob
ପର ଅଧିକାରୀPosition abolished
ବ୍ୟକ୍ତିଗତ ସବିଶେଷ
ଜନ୍ମ
Christine Madeleine Odette Lallouette

(1956-01-01) ୧ ଜାନୁଆରୀ ୧୯୫୬ (ବୟସ ୬୮)
Paris, France
ରାଜନୀତିକ ଦଳThe Republicans
ଜୀବନ ସାଥୀWilfred Lagarde (Divorced); Eachran Gilmour (Divorced)
ଗୃହସ୍ଥ ସାଥିXavier Giocanti
ସନ୍ତାନ2
ଶିକ୍ଷାନୁଷ୍ଠାନParis West University Nanterre La Défense
Institute of Political Studies, Aix
ସନ୍ତକ

କ୍ରିସ୍ଟିନ୍ ମେଡେଲୀନ୍ ଓଡେଟ୍ ଲାଗ୍ରେଡ୍(ଜନ୍ମ ୧ ଜାନୁଆରୀ,୧୯୫୬)ହେଉଛନ୍ତି ଜଣେ ଫ୍ରେଞ୍ଚ ଆଇନଜୀବୀ,ଜଣେ ରାଜନିତିଜ୍ଞ ଓ ୨୦୧୧ ଜୁଲାଇ ୫ରୁ "ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି"ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏହା ପୂର୍ବରୁ ସେ ଫ୍ରେଞ୍ଚ ସରକାରରେ ଅନେକ ମନ୍ତ୍ରୀପଦରେ ରହିସାରିଛନ୍ତି। ସେ 'ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ','ଅର୍ଥ ଓ ରୋଜଗାର ମନ୍ତ୍ରୀ' ଏବଂ ଡୋମିନିକ୍ ଦେ ଭିଲେପାଇଁନର 'ବାଣିଜ୍ୟ ମନ୍ତ୍ରୀ' ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ସେ g8 economyରେ ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ରୂପେ ଯୋଗ ଦେଇଥିଲେ ।

ସେ ଜଣେ ପ୍ରସିଦ୍ଧ ସ୍ୱେଛାସେବୀ ଓକିଲ ଥିଲେ।ସେ Baker and Mckenzie ନାମକ ବଡ଼ ଆଇନଜୀବୀ ଅନୁଷ୍ଠାନର ପ୍ରଥମ ମହିଳା ଅଧକ୍ଷ ରୂପେ ଯୋଗ ଦେଇଥିଲେ।

୨୦୦୯ ନଭେମ୍ବର ୧୬ରେ Financial Times ତାଙ୍କୁ  ଇଉରୋଜୋନ୍ର ସର୍ବ ଶ୍ରେଷ୍ଠ  ଅର୍ଥମନ୍ତ୍ରୀ ରୂପେ ଘୋଷଣା କରିଥିଲା।[୧]

୨୦୧୧ ୧୬ନଭେମ୍ବରରେ ତାଙ୍କୁ ଡୋମିନିକ୍ଙ୍କ ବଦଳରେ ୫ବର୍ଷ ପାଇଁ IMFର ମୁଖ୍ୟ ପରିଚାଳକ ଅଧକ୍ଷ ରୂପେ ଘୋଷଣା କର ହୋଇଥିଲା।,[୨][୩][୪][୫]ତାଙ୍କ ନିଯୁକ୍ତିକୁ ନେଇ ଏହା ୧୧ତମ ଥର ପାଇଁ ଜଣେ ଇଉରୋପିଆନ IMFର ମୁଖ୍ୟ ରୂପେ ଦାୟିତ୍ୱ ମିଳିଥିଲା। ତାଙ୍କୁ ୨୦୧୪ରେ ଫୋର୍ବସ ମାଗାଜୀନ୍ ବିଶ୍ୱର ପଞ୍ଚମ ଶକ୍ତିଶାଳୀ ମହିଳା ରୂପେ ଘୋଷଣା କରିଥିଲା[୬] ସେ ସର୍ବମତରେ ଦ୍ୱିତୀୟ ଥର ପଞ୍ଚମ ବର୍ଷ ରାଜକାଳ ପାଇଁ ନିର୍ବାଚିତ ହୋଇଥିଲେ।[୭]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଲାଗ୍ରେଡ୍ ଫ୍ରାନ୍ସର ପ୍ୟାରିସ୍ ସହରରେ [୮] ଏକ ଗବେଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ପିତା ରବର୍ଟ ଲାଲୌୟେତ୍ତ ଜଣେ ଇଂରାଜୀ ଅଧ୍ୟାପକ ଥିଲେ,ଓ ମା ନିକୋଲ ,[୯]ଜଣେ ଗ୍ରିକ ଓ ଫ୍ରେଞ୍ଚ ସାହିତ୍ୟ ଅଧ୍ୟାପକ ଥିଲେ।ଲାଗ୍ରେଡ୍ ଓ ତାଙ୍କ ତିନି ଛୋଟ ଭାଇ ତାଙ୍କ ବାଲ୍ୟଜୀବନ ଲି ହାବ୍ରେରେ ବିତେଇଥିଲେ।[୧୦]

ଆଧାର[ସମ୍ପାଦନା]

  1. From Ralph Atkins; Andrew Whiffin; FT reporters. (16 October 2009). "FT ranking of EU finance ministers". Financial Times. Retrieved 2 January 2010.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; appointment-IMF ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "Lagarde wins IMF top job, presses Greece on crisis". Reuters. 28 June 2011. Retrieved 1 July 2011.
  4. "Christine Lagarde named IMF chief". BBC News. 28 June 2011. Retrieved 28 June 2011.
  5. "IMF Managing Directors". IMF. 28 June 2011. Retrieved 1 September 2011.
  6. "The World's 100 Most Powerful Women". Forbes. Forbes. Retrieved 24 June 2014.
  7. "IMF's Lagarde re-elected to second term". Deutsche Welle. Reuters, AFP. 19 February 2016. Retrieved 25 August 2016.
  8. "Le Nouvel Economiste". Nouveleconomiste.fr. Archived from the original on 2011-08-28. Retrieved 2014-02-21.
  9. http://www.gala.fr/stars_et_gotha/christine_lagarde
  10. "La mujer que oculta acero tras la sonrisa" (in ସ୍ପେନିୟ). El País. Retrieved 24 July 2011.