କେତକୀ ପିମ୍ପଲଖାରେ
ଦେଖଣା
କେତକୀ ପିମ୍ପଲଖାରେ | |
---|---|
ଜନ୍ମ | Pune, India | ୨୫ ସେପ୍ଟେମ୍ବର ୧୯୭୭
ଜାତୀୟତା | ଭାରତୀୟ |
ବିଭାଗ | Painting, Drawing, Sculpture |
ପ୍ରଶିକ୍ଷଣ | Abhinav Kala Vidyalaya, S.N.D.T |
ବେବସାଇଟ | www.ketakipimpalkhare.in/ |
କେତକୀ ପିମ୍ପଲଖାରେ (୨୫ ସେପ୍ଟେମ୍ବର ୧୯୭୭ ) ଜଣେ ଭାରତୀୟ ମହିଳା ଚିତ୍ରକର । ସେ ତାଙ୍କର ଚିତ୍ର ଗୁଡିକର ଏକକ ପ୍ରଦର୍ଶନୀ କରିବା ସହ ଅନ୍ତର୍ଜାତିକ ସ୍ତରରେ ମଧ୍ୟ ପ୍ରଦର୍ଶନୀ ଗୁଡିକରେ ତାଙ୍କର ଚିତ୍ରଗୁଡ଼ିକ ପ୍ରଦର୍ଶନ କରିଥାନ୍ତି । [୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କେତକୀଙ୍କ ଜନ୍ମ ମହାରାଷ୍ଟ୍ର ରାଜ୍ୟର ପୁନେଠାରେ ହେଇଥିଲା । ସେ ପୁନେର ଅଭିନବ କଳା ବିଦ୍ୟାଳୟରୁ GD ଆର୍ଟରେ ଡିଗ୍ରୀ କଲାପରେ ପୁନେର S.N.D.T. କଲେଜ[୨]ରୁ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ସେ ପୁନେ ସହରରେ ରହି କାର୍ଯ୍ୟ କରିବା ସହ ଶେଖର ପିମ୍ପଲଖାରେଙ୍କୁ ବିବାହ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ "Brochure" (PDF) (Press release). BCA Galleries. Archived from the original (PDF) on 20 December 2013. Retrieved 20 December 2013.
- ↑ "Abstracts Of Realism". Financial Express. 21 September 2003. Retrieved 20 December 2014.
ବାହାର ଲିଙ୍କ
[ସମ୍ପାଦନା]- Official site Archived 2017-09-14 at the Wayback Machine.