କେତକୀ ପିମ୍ପଲଖାରେ

ଉଇକିପିଡ଼ିଆ‌ରୁ
କେତକୀ ପିମ୍ପଲଖାରେ
ଜନ୍ମ (1977-09-25) ୨୫ ସେପ୍ଟେମ୍ବର ୧୯୭୭ (ବୟସ ୪୬)
Pune, India
ଜାତୀୟତାଭାରତୀୟ 
ବିଭାଗPainting, Drawing, Sculpture
ପ୍ରଶିକ୍ଷଣAbhinav Kala Vidyalaya, S.N.D.T
ବେବସାଇଟwww.ketakipimpalkhare.in/

କେତକୀ ପିମ୍ପଲଖାରେ (୨୫ ସେପ୍ଟେମ୍ବର ୧୯୭୭ ) ଜଣେ ଭାରତୀୟ ମହିଳା ଚିତ୍ରକର । ସେ ତାଙ୍କର ଚିତ୍ର ଗୁଡିକର ଏକକ  ପ୍ରଦର୍ଶନୀ କରିବା ସହ  ଅନ୍ତର୍ଜାତିକ ସ୍ତରରେ ମଧ୍ୟ ପ୍ରଦର୍ଶନୀ ଗୁଡିକରେ ତାଙ୍କର ଚିତ୍ରଗୁଡ଼ିକ ପ୍ରଦର୍ଶନ କରିଥାନ୍ତି । [୧]

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

କେତକୀଙ୍କ ଜନ୍ମ ମହାରାଷ୍ଟ୍ର ରାଜ୍ୟର ପୁନେଠାରେ ହେଇଥିଲା । ସେ ପୁନେର ଅଭିନବ କଳା ବିଦ୍ୟାଳୟରୁ GD ଆର୍ଟରେ ଡିଗ୍ରୀ କଲାପରେ ପୁନେର S.N.D.T. କଲେଜ[୨]ରୁ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ସେ ପୁନେ ସହରରେ ରହି କାର୍ଯ୍ୟ କରିବା ସହ ଶେଖର ପିମ୍ପଲଖାରେଙ୍କୁ ବିବାହ କରିଛନ୍ତି । 

ଆଧାର [ସମ୍ପାଦନା]

  1. "Brochure" (PDF) (Press release). BCA Galleries. Archived from the original (PDF) on 20 December 2013. Retrieved 20 December 2013.
  2. "Abstracts Of Realism". Financial Express. 21 September 2003. Retrieved 20 December 2014.

ବାହାର ଲିଙ୍କ [ସମ୍ପାଦନା]