କିଙ୍ଗ ଫିଶର ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
Kingfisher Xpress
ପ୍ରକାରDivision
ଶିଳ୍ପExpress Logistics
ପ୍ରତିଷ୍ଠିତ ସ୍ଥାନ2010
Defunct2013
ମୁଖ୍ୟ କାର୍ଯ୍ୟାଳୟMumbai, Maharashtra
Area served
India
ପ୍ରମୁଖ ବ୍ୟକ୍ତି
ମୂଳ ସଂସ୍ଥାKingfisher Airlines (defunct)
ୱେବ୍‌ସାଇଟ୍http://kingfisherxpress.com

କିଙ୍ଗ ଫିଶର ଏକ୍ସପ୍ରେସ,  ଏକ କାର୍ଗୋ ବିତରଣ ସେବା । ଏହା କିଙ୍ଗ ଫିଶର ବିମାନ ସେବା କମ୍ପାନୀ ତରଫରୁ ଆରଭକରାଯାଇଥିଲା ଓ ଏହା ଭାରତର ସର୍ବପ୍ରଥମ ଗୃହରେ ଦେଲିଭରି ଦିଆଯାଉଥିବା କାର୍ଗୋ ପରିବହନ ସେବା ଥିଲା । [୧]

ସେବା[ସମ୍ପାଦନା]

ଦେଶର 8ଟି ମେଟ୍ରୋ ସହର , ଯଥା , ମୁମ୍ବାଇ , ଦିଲ୍ଲୀ , କଲିକତା , ଚେନ୍ନଇ , ବାଙ୍ଗାଲୋରେ , ହାଇଦରାବାଦ , ଅହମଦାବାଦ ଓ କୋଚିନଠାରୁ କର୍ଗୋ   ନେଇ ତାକୁ ବିମାନଦ୍ୱାରା ଭାରତରେ କିଙ୍ଗ ଫିଶର ବିମାନ ସେବା ଥିବା 22ଟି ସହର ସମୂହ[୨]କୁ ସେହି ଦିନ[୩] ପହଞ୍ଚାଇ ଗୃହରେ ଦେଲିଭରି ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି ସେବା ବହୁଳ ଭାବରେ ଆଦୃତ ହେଇଥିଲା । [୪] ସାଂପ୍ରତିକ କିଙ୍ଗ ଫିଶର ବିମାନ ସେବା ବନ୍ଦ ହେଇଯାଇଥିବାରୁ ଏହି ସେବା ମଧ୍ୟ ସ୍ଥଗିତ ରହିଛି ।

ଆଧାର [ସମ୍ପାଦନା]

  1. Anurag (2010-02-02). "Kingfisher Airlines to launch Kingfisher Xpress". Indiaprwire.com. Retrieved 2010-09-08.
  2. "Kingfisher's new 'Xpress' cargo service". Routesonline. 2010-01-29. Retrieved 2010-09-08.
  3. "Kingfisher cargo service from February 2 - Money - DNA". Dnaindia.com. 2010-01-30. Retrieved 2010-09-08.
  4. "Tamil Nadu / Coimbatore News : Kingfisher Xpress cargo service from February 2". The Hindu. 2010-02-01. Archived from the original on 2012-11-08. Retrieved 2010-09-08.