ପନ୍ତନଗର ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
Pantnagar Airport
पंतनगर हवाई अड्डा
IATA: PGHICAO: VIPT
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ଅବସ୍ଥାନ Pantnagar
ଉଚ୍ଚତା (ସମୁଦ୍ର ଠାରୁ) 764 ft / 233 m
ଦିଗବାରେଣି 29°01′56″N 079°28′27″E / 29.03222°N 79.47417°E / 29.03222; 79.47417
Map

Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/Uttarakhand" does not exist.Location of airport in India

ରନବେ
ଦିଗ ଲମ୍ବ ଭୂମି
ft m
10/28 4,500 1,372 Asphalt
[୧]

ପନ୍ତନଗର ବିମାନ ବନ୍ଦର (IATA: PGHICAO: VIPT) ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ଘରେଇ ଉଡାଣ ବିମାନ ବନ୍ଦର । ଏହା ଉଧାମ ସିଂହ ନଗର ଜିଲ୍ଲାର ପନ୍ତନଗରଠାରେ ଅବସ୍ଥିତ । ଏହି ନ୍ୱିମାନ ବନ୍ଦରକୁ ଭାରତୀୟ ବିମାନବନ୍ଦର କର୍ତୁପକ୍ଷ ପରିଚାଳନା କରିଥାନ୍ତି । ଏହା ନୈନିତାଲ , ( 65 କିଲୋମିଟର ) ଭିମତାଳ (50) ରାନୀଖେଟ (110) ଓ ଜିମ କରବେତ ଜାତୀୟ ପାର୍କ (120) ପହଞ୍ଚିବାକୁ ନିକଟତମ ବିମାନ ବନ୍ଦର । .[୨][୩]

ଇତିହାସ [ସମ୍ପାଦନା]

2008 ମସିହା  ଯାଏ ଏହି ବିମାନ ବନ୍ଦର କେବଳ ସାନ ବିମାନ ଅବତରଣ ପାଇଁ ଉପଯୁକ୍ତ ଥିଲା ।75 କୋଟି ଟଙ୍କା ଖରଚରେ ଏହି ବିମାନ ବନଦାରର ରାନୱେ ପରିବର୍ଦ୍ଧନ କରି 4500 ଫୁଟ କଳା ପରେ ବଡ ଆକାର ବିମାନ ମଧ୍ୟ ଅବତରଣ କରି ପାରୁଛି ।  .[୪]

ଉତ୍ତରାଖଣ୍ଡ ସରକାର ଏହି ବିମାନ ବନ୍ଦରରୁ ଦିଲ୍ଲୀକୁ ବିମାନ ଚଳାଚଳ ପାଇଁ ସବସିଡି ମଧ୍ୟ 2005 ମସିହାରୁ 2008 ମସିହା ଯାଏ ଦେଇଥିଲେ । .[୫]2008 ମସିହାରୁ ସବସିଡି ବନ୍ଦ କରି ସରକାର ଡେକାନ ଏୟାର ବିମାନ ଚଳେଇଥିଲେ । [୪] ପରେ କିଂଫିଶର ବିମାନ ଚଳାଚଳ କରିଥିଲା । ତାହା ବନ୍ଦ ହେଲା ପରେ ଆଉ ବିମାନ ସେବା ରହିନଥିଲା । .[୬] ବର୍ତ୍ତମାନ ଏୟାର ଇଣ୍ଡିଆର ଏକ ବିମାନ ଚଳାଚଳ କରେ  । [୭]

2015 ମସିହାରୁ ଏହାକୁ କରଗୋ ବିମାନ ପାଇଁ ଉପଯୁକ୍ତ କରିବାକୁ ଆହୁରି ଉନ୍ନତିକରଣ କରାଯାଉଛି ।  [୮]

ପ୍ରଚଳିତ ବିମାନ ସବୁ [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Air India Regional Delhi

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. http://www.world-airport-codes.com/india/pantnagar-5646.html World Airport Codes
  2. "A gem in perfect setting". The Tribune. 2008-05-11. Retrieved 2009-06-29.
  3. "Places of Tourist Interest". Archived from the original on 2009-07-16. Retrieved 2016-12-28.
  4. ୪.୦ ୪.୧ "Fly to Pantnagar, Uttarakhand asks Deccan". Business Standard. 2008-03-26. Retrieved 2009-06-29.
  5. "In its bid to connect the state through aviation, Uttarakhand government today signed an agreement with private carrier Jagson Airlines to launch a direct flight between Delhi and Pantnagar". Asia Africa Intelligence Wire, Financial Times. 2005-10-28. Retrieved 2009-06-29.
  6. "Government fails to resume regular flights to Pantnagar airport". The Pioneer (newspaper). 22 January 2014. Retrieved 7 August 2014.
  7. "Pantnagar Airport to see regular flights again". The Pioneer (newspaper). 11 September 2014. Retrieved 30 September 2014.
  8. Pantnagar airport to be developed as cargo hub

ବାହାର ଲିଙ୍କ [ସମ୍ପାଦନା]