କୈଲାଶ ସହର ବିମାନ ବନ୍ଦର
ଦେଖଣା
Kailashahar Airport कैलाशहर हवाई अड्डे | |||
---|---|---|---|
IATA: IXH – ICAO: VEKR | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ଅବସ୍ଥାନ | Kailashahar | ||
ଉଚ୍ଚତା (ସମୁଦ୍ର ଠାରୁ) | 79 ft / 24 m | ||
ଦିଗବାରେଣି | 24°18′29″N 092°00′26″E / 24.30806°N 92.00722°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
03/21 | 3,300 | 1,006 | Asphalt |
କୈଲାଶ ସହର ବିମାନ ବନ୍ଦର(IATA: IXH, ICAO: VEKR) ଭାରତୀୟ ରାଜ୍ୟ ତ୍ରିପୁରାର କୈଲାଶ ସହରଠାରେ ଅବସ୍ଥିତ । ଏଠାରେ 1990 ମସିହା ଯାଏ ଏକ ବିମାନ ବନ୍ଦର ଥିଲା । ତେବେ ସ୍ଥାନ ଅଭାବରୁ ଏହାକୁ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ଯାଏ ସେଠାରେ ଔ ବିକଳ୍ପ ବିମାନ ବନ୍ଦରର ବ୍ୟବସ୍ଥା କରାଯାଇ ନାହି ।
ପ୍ରଚଳିତ ବିମାନ
[ସମ୍ପାଦନା]ବର୍ତ୍ତମାନ ସେଠାରୁ କଉଣଶି ନିୟମିତ ଉଡାଣ ନାହି ।
ବାହ୍ୟ ସଂଯୋଗ
[ସମ୍ପାଦନା]- Kailashahar Airport at the AAI Archived 2006-10-13 at the Wayback Machine.
- VEKR ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)