କୁର୍ନୁଲ ଫିଡର ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
କୁର୍ନୁଲ ଫିଡର ଏକ୍ସପ୍ରେସୱେy
Route information
Length:123.7 km (୭୬.୯ mi)
Major junctions
North end:Amaravati Anantapur Expressway
South end:Kurnool
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

କୁର୍ନୁଲ ଫିଡର ଏକ୍ସପ୍ରେସୱେ ଏକ ପ୍ରସ୍ତାବିତ ସବୁଜ ଏକ୍ସପ୍ରେସୱେ ।ଏହା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଜାତୀୟ ରାଜପଥ ବିଭାଗଦ୍ୱାରା ନିର୍ମିତ ହେବ  । [୧][୨]

ପ୍ରକଳ୍ପ [ସମ୍ପାଦନା]

ଏହି ପ୍ରକଳ୍ପରେ 7, 293 କୋଟି[୩][୪] ଟଙ୍କା ଖରଚ ହେବାର ଅଟକଳ କରାଯାଇଛି ।  ଏହା ଅମରାବତି ରୁକୁରମୂଳ ମଧ୍ୟରେ ଯାତାୟତ ସମୟ 70 ମିନିଟ କମ କରିବ । ଏହା 4 -ଲେନ ବିଶିଷ୍ଟ ହେବା ସହ 120 କିଲୋମିଟର ଘାଟ ପ୍ରତି ବେଗ ପାଇଁ ଉଦିଷ୍ଟ ରହିବା । ଏହି ପଥ ମଧ୍ୟରେ ପେଟ୍ରୋଲ ପମ୍ପ , ରେଷ୍ଟୁରାଣ୍ଟ ଆଦି ସମସ୍ତ ସୁବିଧା ରହିବ[୫]। 

ପଥ [ସମ୍ପାଦନା]

ଏହି ଏକ୍ସପ୍ରେସୱେରେ ସମୁଦାୟ 123.7 କିଲୋମିଟର ରାସ୍ତା ରହିବା ସହ ଏଥିରେ 6ଟି ମୁଖ୍ୟ ସେତୁ , ଏକ ରେଳବାଇ ଓଭରବ୍ରିଜ ,4ଟି କ୍ରସିଂ , ଓ 16 କିଲୋମିଟର ଦୀର୍ଘ ତନେଲ ରହିବ । ଏହା କଦପ୍ପାଠାରୁ ଅମରାବତି ଅନନ୍ତପୁର ଏକ୍ସପ୍ରେସବେକୁ ସଂଯୋଗ କରିବ । [୬]

References[ସମ୍ପାଦନା]

  1. "Greenfield Expressway (Anantapur to Amaravati)". Andhra Pradesh Road Development Corporation. Roads and Buildings Department. Archived from the original on 26 October 2017. Retrieved 9 November 2016.
  2. "Amaravati-Anantapur highway to cost Rs 27,635 crore". Vijayawada: Deccan Chronicle. 4 October 2016. Retrieved 9 November 2016.
  3. "Green Field Express Way (Anantapur to Amaravati)". Archived from the original on 2017-10-26. Retrieved 2016-12-26.
  4. "Amaravati-Anantapur highway to cost Rs 27,635 crore". www.deccanchronicle.com/. 4 October 2016. Retrieved 9 November 2016.
  5. "Amaravati-Anantapur highway to cost Rs 27,635 crore".
  6. "Green Field Express Way (Anantapur to Amaravati)". Archived from the original on 2017-10-26. Retrieved 2016-12-26.