ଜୟପୁର କିଶାନଗଡ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Jaipur-Kishangarh Expressway
Route information
Length:90 km (୬୦ mi)
History:Completed in April 2005
Major junctions
North end:Jaipur
South end:Kishangarh
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଜୟପୁର -କିଶାନଗଡ ଏକ୍ସପ୍ରେସୱେ  ଏକ 90 କିଲୋମିଟର ଦୀର୍ଘ ଏକ୍ସପ୍ରେସବେ । ଏହା ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରକୁ କିଷାନଗଞ୍ଜ ସହ ନିୟନ୍ତ୍ରିତ ପ୍ରବେଶ ଯୁକ୍ତ ରାସ୍ତାରେ ସଂଯୁକ୍ତ କରିଥାଏ । ଏହା ଜାତୀୟ ରାଜପଥ ସମୂହର ସୁନାର୍ଣ  ଚତୁର୍ଭୁଜ କୁହା ଯାଉ ଥିବା ରାଜପଥ ସମୂହର ଜାତୀୟ ରାଜପଥ 6ର ଏକ ଅଂଶ ଭାବରେ ନିର୍ମିତ ହୋଇଛି । ଏହା ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପର ଅଂଶ ବିଶେଷ । 6 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସବେ 2005 [୧]ମସିହା ଏପ୍ରିଲ ମାସରେ ଉଦ୍ଘାଟିତ ହେଇଥିଲା । ଏଥିରେ 7.20 ବିଲିଅନ ଟଙ୍କା ଖରଚ ହେଇଥିଲା । [୨]ଏହାକୁ BOT ପଦ୍ଧହତି ଅନୁସାରେ GVL କମ୍ପାନୀଦ୍ୱାରା ବେସରକାରୀ ଓ ସରକାରୀ ମିଳିତ ପ୍ରକଳ୍ପ ଭାବେ ନିର୍ମାଣ କରାଯାଇଥିଲା । [୩]

ଆଧାର [ସମ୍ପାଦନା]