କାକୀଳା , ବିହାର

ଉଇକିପିଡ଼ିଆ‌ରୁ

କାକୀଳା ଭାରତୀୟ ରାଜ୍ୟ ବିହାରର ଜଗଦୀଶପୁର  ଥାନା ଅଞ୍ଚଳର ଏକ ଗ୍ରାମ । ଏହା ଭୋଜାପୁର ଜିଲ୍ଲାରେ ଜିଲ୍ଲା ମୁଖ୍ୟାଳୟଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । ଏହା ପ୍ରକୃତିକ ସୁନ୍ଦରତାରେ ଭାର ଏକ ସ୍ଥାନ । [୧]

ଏହାର ଜନସଂଖ୍ୟା 10,000 । ଏଠାରେ ମୁଖ୍ଯତଃ ହିନ୍ଦୁ ଧର୍ମାବଲମ୍ବୀ ରହନ୍ତି । ଅନନ୍ୟ ଧର୍ମର ମଧ୍ୟ କିଛି ଅଧିବାସୀ ଏଠାରେ ରହନ୍ତି । ଏଠାକାର ଅଧିବାସୀଙ୍କ ମୁଖ୍ୟ ଜୀବିକା କୃଷି । 

ଏଠାରେ ଦଶହରା ସମୟରେ ପାଳିତ ହେଉଥିବା ରାମଳୀଳା ପ୍ରସିଦ୍ଧ । ସେହି ସମୟରେ ଏହି ଅଞ୍ଚଳର ନିଜସ୍ୱ ଲୋକ ଗୀତା ଓ ନୃତ୍ୟ ପରିବେଷିତ ହେଇଥାଏ । ଏହା ସହ ଏଠାରେ ଅନନ୍ୟ ସବୁ ହିନ୍ଦୁ ପର୍ବ ପର୍ବାଣି ମଧ୍ୟ ପାଳିତ ହେଇଥାଏ । 

ସ୍ରୋତ [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Kakila Village".