ଖଣ୍ଡୁ ରଙ୍ଗନେକର
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Leftt-hand bat (LHB) | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium pace | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ଖଣ୍ଡେରାଓ ମୋରେଶ୍ୱର ରଙ୍ଗନେକର pronunciation (help·info) (27 ଜୁନ , 1917 -11 ଅକ୍ଟୋବର 1984 ) ଜଣେ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟ ଖେଳାଳି । ସେ ଜଣେ ଆକ୍ରାମକ ବେତସ ମେନ ଥିଲେ ଓ ତାଙ୍କୁ ସେ ସମୟର ଶ୍ରେଷ୍ଠ ବାମ ହାତି ବେତସ ମେନ କୁହାଯାଉଥିଲା । ସେ କଭର ଆଞ୍ଚଲରେ ଜଣେ ଶ୍ରେଷ୍ଠ ଫିଲଡର ମଧ୍ୟ ଥିଲେ ।
ସେ ରଣଜୀ ଟ୍ରଫିରେ ବମ୍ବେ ପାଇଁ ଖେଳି ପ୍ରଥମ ମେଚରେ ଶତକ କରିଥିଲେ । 1947-48ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲେ , କିନ୍ତୁ ଅସଫଳ ରହିଥିଲେ ।
ଛତ୍ର ଜୀବନରେ ସେ ଜଣେ ଶ୍ରେଷ୍ଠ ବେଡମିଣ୍ଟନ ଖେଳାଳି ଥିଲେ ଓ ଜାତୀୟ ଡବଲ ଚମ୍ପିୟାନ ହେଇଥିଲେ । ରାଜନୀତିରେ ପ୍ରବେଶ କରି ସେ ଥାଣେ ମୁନ୍ସିପାଲିଟି ଚେୟାର ମେନ ହେଇଥିଲେ ।
ସେ BCCIର ଉପସଭାପତି ଭାବେ 1962-63ରୁ 1969-70 ଯାଏ , ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଭାବେ 1962 -63 ମସିହାରେ ରହିଥିଲେ ।
ସେ ଭାରତୀୟ କଷ୍ଟମ ବିଭାଗରେ କାର୍ଯ୍ୟ କରିବା ସହ ନିଜର ବସ୍ତ୍ର ବ୍ତବସାୟ ମଧ୍ୟ କରୁଥିଲେ । କାନ୍ଥ କାନସରରେ ତାଙ୍କର ପରଲୋକ 1984 ମସିହାରେ ହେଇଥିଲା ।
ଆଧାର
[ସମ୍ପାଦନା]- Obituary in Indian Cricket 1985
- Christopher Martin-Jenkins, The Complete Who's Who of Test Cricketers