ଦୀପ ଦାସଗୁପ୍ତା

ଉଇକିପିଡ଼ିଆ‌ରୁ
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାର-
Career statistics
ପ୍ରତିଯୋଗିତା Tests ODIs
ମ୍ୟାଚ ସଂଖ୍ୟା 8 5
ମୋଟ ରନ 344 51
ବ୍ୟାଟିଂ ହାର 28.66 17.00
ଶତକ/ଅର୍ଦ୍ଧଶତକ 1/2 -/-
ସର୍ବାଧିକ ରନ 100 24*
ବଲ ସଂଖ୍ୟା - -
ଉଇକେଟ - -
ବୋଲିଂ ହାର - -
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - n/a
ସବୁଠୁ ଭଲ ବୋଲିଂ - -
କ୍ୟାଚ/ଷ୍ଟମ୍ପିଙ୍ଗ 13/- 2/1
Source: [୧], 4 February 2006

[୧]

ଦୀପ ଦାସଗୁପ୍ତା  ଶବଦ ବିଷୟରେ pronunciation (ଜନ୍ମ 7 ଜୁନ , 1977 , କଲିକତା , ପଶ୍ଚିମ ବଙ୍ଗ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ 2001ରୁ 2002 ମସିହାରେ 8ଟି ଟେଷ୍ଟ ଓ 5ଟି ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ । ସେ ୱିକେଟକିପର ଥିଲେ । 

ଘରେଇ କ୍ରିକେଟରେ ସେ ଜଣେ ଆକ୍ରାମକ ଓପନିଂ ବେତସ ମେନ ଓ ୱିକେଟକିପର ଭାବରେ ବଙ୍ଗଳା ତରଫରୁ ଖେଳୁଥିଲେ ଓ ସୌରଭ  ଗାଙ୍ଗୁଲୀଙ୍କ ପରେ ଦଳର ଅଧିନାୟକ ଥିଲେ । ସେ ପୂର୍ବ ଜୋନର ରିଜର୍ଭ ୱିକେଟକିପର ମଧ୍ୟ ରହିଥିଲେ । 

ସେ ଇଣ୍ଡିଆନ କ୍ରିକେଟ ଲିଗରେ ରୟାଲ ବେଙ୍ଗଲ ଟାଇଗର ଦଳରେ ଯୋଗ ଦେଇଥିଲେ । ଏହି ଲିଗ ପରେ ବେଆଇନ ଘୋଷିତ ହେଇଥିଲା । ସେ  ବର୍ତ୍ତମାନ ଜଣେ ଭାଷ୍ୟକାର । 

ବାହାର ଲିଙ୍କ [ସମ୍ପାଦନା]

  1. http://www.espncricinfo.com/india/content/player/28146.html