କଷ୍ଟମ ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ

କଷ୍ଟମ ବିମାନବନ୍ଦର ଏକ ଶ୍ରେଣୀର ବିମାନ ବନ୍ଦର ଯେଉଁଠାରେ ଦେଶର କଷ୍ଟମ ବିଭାଗ ତାହାକୁ ଆମଦାନୀ କରାଯାଇଥିବା ଦ୍ରବ୍ଯକୁ ଅବତରଣ ତଥା ରପ୍ତାନି କରାଯାଉଥିବା ଦ୍ରବ୍ୟର ପରିବହନ ପାଇଁ ପାଇଁ ଅନୁମତି ଦେଇଥିବେ । କେବଳ ସେପରି ବିମାନ ବନ୍ଦରରେ ଦେଶ ବାହାରକୁ ଯେ କୌଣସି ଦ୍ରବ୍ୟର ନେବା ବା ଆଣିବା ସମ୍ଭବ ଓ ସେହି ଶ୍ରେଣୀର ବିମାନ ବନ୍ଦରରେ ସବୁ ଦ୍ରବ୍ୟକୁ ନିରୀକ୍ଷଣ ତଥା ଆମଦାନୀ ବା ରପ୍ତାନି ଶୁଳ୍କ ସଂଗ୍ରହ ପାଇଁ ସେଠାରେ କଷ୍ଟମ ବିଭାଗ ତରଫରୁ କାଉଣ୍ଟର ଖୋଲା ଯାଇଥାଏ । 

କଷ୍ଟମବିମାନ ବନ୍ଦରରେ ଅନ୍ତର୍ଜାତିକ ଉଡାଣ ନ ଥାଇ ପାରେ କିନ୍ତୁ କଷ୍ଟମ ଅଫିସର ସେଠାରୁ ଅନ୍ୟାନ୍ୟ ବିମାନ ବନ୍ଦରକୁ ଯାଉଥିବା ଦ୍ରବ୍ଯର ନିରୀକ୍ଷଣ କରିପାରନ୍ତି । [୧]

ଉଦାହରଣ [ସମ୍ପାଦନା]

ବିଶ୍ୱରେ ଅନେକ ପ୍ରକାରର କଷ୍ଟମ ବିମାନ ବନ୍ଦର ସବୁ ରହିଛି । ଭାରତରେ ଥିବା କଷ୍ଟମ ବିମାନ ବନ୍ଦର ଏହି ପରି ,


ଆଧାର [ସମ୍ପାଦନା]

  1. The Customs Act, 1962 (India)