ମହାଦେଓ ପର୍ବତ ମାଳ

ଉଇକିପିଡ଼ିଆ‌ରୁ

ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ଦକ୍ଷିଣ ମରାଠାବାଡା ଜିଲ୍ଲା , ଉତ୍ତର ଆନ୍ଧ୍ର , ଉତ୍ତର କର୍ନାଟକ ଜିଲ୍ଲା , ମଧ୍ୟ ପ୍ରଦେଶ ଅଞ୍ଚଳରେ ବାଲାଘାଟ ଓ ମହାଦେଓ ପର୍ବତମାଳ ପରିବ୍ୟାପ୍ତ । 

ମହାଦେଓ ପର୍ବତ ମାଳ ସାତପୁର ପର୍ବତମାଳର ଏକ ଅଂଶ ଓ ମଧ୍ୟ ପ୍ରଦେଶରେ ଅବସ୍ଥିତ। ଏହା ସାତପୁର ରେଞ୍ଜର କେନ୍ଦ୍ରାଞ୍ଚଳ । 

ବେତୁଲ , ଛିଣ୍ଡାବାଦ ଓ ସେୟନି ଜିଲ୍ଲା ଦେଇ ଏହି ପର୍ବତ ଶ୍ରେଣୀ ନର୍ମଦା ବେସିନ ଅଞ୍ଚଳକୁ ୱାଇନ ଗଙ୍ଗା ଓ ୱାର୍ଦ୍ଧା ନଦୀର ବେସିନ ଅଞ୍ଚଳଠାରୁ ଭିନ୍ନ କରିଥାଏ । ଏହି ପର୍ବତ ସାଧାରଣତଃ ଆର୍ଦ୍ର ଜଙ୍ଗଲ ଭୂମିରେ ପୂର୍ଣ । 

ମହାଦେଓ ମନ୍ଦିର 

ନର୍ମଦା ନଦୀ ନିକଟରେ ଭଗବାନ ଶିବଙ୍କ ଏକ ମନ୍ଦିରରହିଛି । ପୁରାଣରେ ବର୍ଣିତ ରହିଛି ଯେ ନର୍ମଦା ନଦୀ ଶିବଙ୍କ କନ୍ୟା ଥିଲେ । [୧]

ଆଧାର [ସମ୍ପାଦନା]

  1. Mehta, Gita.

Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)