ନିକି ରୋମେରୋ
ଦେଖଣା
Nicky Romero | |
---|---|
Background information | |
ଜନ୍ମ ସମୟରେ ନାମ | Nick Rotteveel |
ଜନ୍ମ | Amerongen, Netherlands | ୬ ଜାନୁଆରୀ ୧୯୮୯
ଶୈଳୀ | |
ପେଷା |
|
ବାଦ୍ୟଯନ୍ତ୍ର | |
କାର୍ଯ୍ୟକାଳ | 2007–present |
ଲେବଲ | |
ଅନ୍ୟ ଅଂଶଗ୍ରହଣ | |
ୱେବସାଇଟ | nickyromero |
ନିକ୍ ରୋଟ୍ଟଭିଲ (ଜନ୍ମ ୬ ଜାନୁୟାରି ୧୯୮୯) ନିକି ରୋମେରୋ ଭାବରେ ଅଧିକ ଜଣାଶୁଣା । ସେ ଜଣେ ଡଚ୍ ଡିଜେ, ସଙ୍ଗୀତ ପ୍ରଯୋଜକ, ରିମିକ୍ସ ପ୍ରଯୋଜକ ଏବଂ ଜଣେ ସଙ୍ଗିତକାର । ସେ ତିଏସ୍ତୋ, ଫେଡ୍ଡେ ଲେ ଗ୍ରାଣ୍ଡ୍, ସାଣ୍ଡର ଭାନ ଡୁର୍ନ, ଡେଭିଡ୍ ଗ୍ୱେଟା, କାଲଭିନ୍ ହ୍ୟାରିସ୍, ଆର୍ମାଣ୍ଡ ଭାନ ହେଲଦେନ, ଆଭିସି ଏବଂ ହାର୍ଡୱେଲ ପରି ପ୍ରଖ୍ୟାତ ଡିଜେଙ୍କ ସହିତ କାମ କରିଛନ୍ତି । [୧] ସେ ଏବେ ବିଶ୍ୱରେ ୨୯ ନମ୍ବର ଡିଜେ ସ୍ଥାନରେ ଅଛନ୍ତି । ସେ ତାଙ୍କର ବିଖ୍ୟାତ ଗୀତ "ଟୋଲହାଉସ" ଏବଂ "ଆଇ କୁଡ୍ ବି ଦି ୱାନ"( ଆଭିସିଙ୍କ ସହିତ) ପାଇ ମଧ୍ୟ ଜଣା ଯାଆନ୍ତି ।
ପୂର୍ବ ଜୀବନ
[ସମ୍ପାଦନା]ନିକ୍ ରୋଟ୍ୱେଲ୍ ଆମେରୋନଗେନରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ଷେ ପାଇଂ କିଙ୍ଗସ୍ଟନ୍, ଓଣ୍ଟାରିଓ ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ପଢ଼ା ସାରିବା ପାଇଁ ପୁଣିଥରେ ନେଦରଲ୍ୟାଣ୍ଡ୍ ଫେରି ଆସିଥିଲେ। ସେ ଫ୍ରାନସ୍ରେ ନିଜ ଶେଷ ସେମିସ୍ଟର୍ ଦେଇଥିଲେ । [୨]
ଆଧାର
[ସମ୍ପାଦନା]- ↑ Future Music. "In pictures: Nicky Romero and his suburban studio". MusicRadar. Retrieved 14 November 2013.
- ↑ Nicky Romero (2012). "Info". Nicky Romero. Nicky Romero. Retrieved 19 August 2012.