ନିକି ରୋମେରୋ

ଉଇକିପିଡ଼ିଆ‌ରୁ
Nicky Romero
Romero interviewed with VERY TV on 10 December 2014
Background information
ଜନ୍ମ ସମୟରେ ନାମNick Rotteveel
ଜନ୍ମ (1989-01-06) ୬ ଜାନୁଆରୀ ୧୯୮୯ (ବୟସ ୩୫)
Amerongen, Netherlands
ଶୈଳୀ
ପେଷା
  • DJ
  • record producer
  • musician
  • remixer
ବାଦ୍ୟଯନ୍ତ୍ର
କାର୍ଯ୍ୟକାଳ2007–present
ଲେବଲ
ଅନ୍ୟ ଅଂଶଗ୍ରହଣ
ୱେବସାଇଟnickyromero.com

ନିକ୍ ରୋଟ୍ଟଭିଲ (ଜନ୍ମ ୬ ଜାନୁୟାରି ୧୯୮୯) ନିକି ରୋମେରୋ ଭାବରେ ଅଧିକ ଜଣାଶୁଣା । ସେ ଜଣେ ଡଚ୍ ଡିଜେ, ସଙ୍ଗୀତ ପ୍ରଯୋଜକ, ରିମିକ୍ସ ପ୍ରଯୋଜକ ଏବଂ ଜଣେ ସଙ୍ଗିତକାର । ସେ ତିଏସ୍ତୋ, ଫେଡ୍ଡେ ଲେ ଗ୍ରାଣ୍ଡ୍, ସାଣ୍ଡର ଭାନ ଡୁର୍ନ, ଡେଭିଡ୍ ଗ୍ୱେଟା, କାଲଭିନ୍ ହ୍ୟାରିସ୍, ଆର୍ମାଣ୍ଡ ଭାନ ହେଲଦେନ, ଆଭିସି ଏବଂ ହାର୍ଡୱେଲ ପରି ପ୍ରଖ୍ୟାତ ଡିଜେଙ୍କ ସହିତ କାମ କରିଛନ୍ତି । [୧] ସେ ଏବେ ବିଶ୍ୱରେ ୨୯ ନମ୍ବର ଡିଜେ ସ୍ଥାନରେ ଅଛନ୍ତି । ସେ ତାଙ୍କର ବିଖ୍ୟାତ ଗୀତ "ଟୋଲହାଉସ" ଏବଂ "ଆଇ କୁଡ୍ ବି ଦି ୱାନ"( ଆଭିସିଙ୍କ ସହିତ) ପାଇ ମଧ୍ୟ ଜଣା ଯାଆନ୍ତି ।

ପୂର୍ବ ଜୀବନ[ସମ୍ପାଦନା]

ନିକ୍ ରୋଟ୍ୱେଲ୍ ଆମେରୋନଗେନରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ଷେ ପାଇଂ କିଙ୍ଗସ୍ଟନ୍, ଓଣ୍ଟାରିଓ ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ପଢ଼ା ସାରିବା ପାଇଁ ପୁଣିଥରେ ନେଦରଲ୍ୟାଣ୍ଡ୍ ଫେରି ଆସିଥିଲେ। ସେ ଫ୍ରାନସ୍ରେ ନିଜ ଶେଷ ସେମିସ୍ଟର୍ ଦେଇଥିଲେ । [୨]

ଆଧାର[ସମ୍ପାଦନା]

  1. Future Music. "In pictures: Nicky Romero and his suburban studio". MusicRadar. Retrieved 14 November 2013.
  2. Nicky Romero (2012). "Info". Nicky Romero. Nicky Romero. Retrieved 19 August 2012.