Jump to content

ୱୋରଲି ଦୁର୍ଗ

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox military structure

ୱୋରଲି ଦୁର୍ଗର ପ୍ରାଚୀନ ଚିତ୍ର 

ୱୋରଲି ଦୁର୍ଗ ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହର ଉପକଣ୍ଠରେ ଥିବା ୱୋରଲିଠାରେ ଥିବା ଏକ ପ୍ରାଚୀନ ଦୁର୍ଗ ।  [] ଏହି ଦୁର୍ଗକୁ ପଟୁଗୀଜମାନେ ନିର୍ମାଣ କରିଥିଲେ ବୋଲି ଭୁଲ ଧାରଣା ଏକ ସମୟରେ ଥିଲା । କିନ୍ତୁ ଏହାକୁ ବ୍ରିଟିଶମାନେ 1675 ମସିହାରେ ନିର୍ମାଣ କରିଥିଲେ । ୱୋରଲିଠାରେ ଥିବା ପାହାଡ ଉପରେ ଏହି ଦୁର୍ଗକୁ ଶତ୍ରୁ ମାନଙ୍କ ଜଳଜହାଜ ଓ ଜଳ ଦସ୍ୟୁଙ୍କ ଉପରେ ନଜର ରଖିବାକୁ ନିର୍ମିତ ହେଇଥିଲା । 

ପୁନଶ୍ଚ ଦେଖଣା 

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. Murray, John (1859). A handbook for India. Part ii. Bombay. Original from Oxford University. p. 272.{{cite book}}: CS1 maint: location missing publisher (link)

ବାହାର ଲିଙ୍କ 

[ସମ୍ପାଦନା]