କରେରି ହ୍ରଦ
ଦେଖଣା
Kareri Lake (Kumarwah Lake) | |
---|---|
करेरी ङल | |
ଅବସ୍ଥାନ | Kangra district |
ଦିଗବାରେଣି | 32°19′32″N 76°16′26″E / 32.325538°N 76.273818°E |
ହ୍ରଦର ପ୍ରକାର | High altitude lake |
ପ୍ରାଥମିକ ଭିତରଧାରା | Mankiani Peak |
ପ୍ରାଥମିକ ବାହାରଧାରା | Nyund Stream |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ଭୂମି ଉଚ୍ଚତା | 2,934 m (9,626 ft) |
ଆଧାର | Himachal Pradesh Tourism Dep. |
କରେଡ଼ି ହ୍ରଦ ବା କୁମାରବାହ ହ୍ରଦ ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କାଙ୍ଗରା ଜିଲ୍ଲାର ଧର୍ମଶାଳା ନିକଟରେ ଅବସ୍ଥିତ । ଏକା ଏକ ମୃଦୁ ଜଳ ବିଶିଷ୍ଟ ତଥା ସମୁଦ୍ର ପତ୍ତନରୁ 2934 ମିଟର ଉଛରେ ଧଉଳିଧାର ପର୍ବତ ମାଲାର ଦକ୍ଷିଣରେ ଅବସ୍ଥିତ । ଧଉଳିଧାର ପର୍ବତ ଶିକ୍ଷାରର ବରଫ ତରଲି ଏହି ହ୍ରଦକୁ ଜଳ ପ୍ରଦାନ କରେ । ବରଫରୁ ଜଳ ଆସୁଥିବାରୁ ଏହାର ଜଳ ସ୍ୱଚ୍ଛ ଥାଏ ଓ କେତେକ ସ୍ଥାନରେ ହ୍ରଦର ନିମ୍ମ ଭୂମି ଦେଖା ଯାଉଥାଏ ।
ଏଠାରେ ଏକ ଶିବ ଓ ଶକ୍ତି ମନ୍ଦିର ରହିଛି । ଏହା ଏକ ଟ୍ରେକିଙ୍ଗ ଅଞ୍ଚଳ ଭାବରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । ହ୍ରଦଟି ଶୀତ କଳାରେ ବରଫାବୃତ ରହିଥାଏ ।
ବ୍ୟୁପତ୍ତି
[ସମ୍ପାଦନା]ନିକଟରେ ଥିବା ଗଦଦି ଗ୍ରାମ କରେଇର ନାମାନୁସାରେ ଏହା କରେଇ ହ୍ରଦ ରହିଛି ।
ଯାତାୟତ
[ସମ୍ପାଦନା]ହ୍ରଦ ସମୀପକୁ ରାସ୍ତା ପକ୍କା ରାସ୍ତା ନଥିଲେ ମଧ୍ୟ ନିକଟସ୍ଥ କରେଇ ଯାଏ ଧର୍ମଶାଳାରୁ ଆସି ସେଠାରୁ ମାଟି ରାସ୍ତାରେ ହ୍ରଦ ନିକଟରେ ପହଞ୍ଚି ହୁଏ । ଏଠାରେ ଯାତ୍ରୀ ମାନଙ୍କ ପାଇଁ ରହଣିର ମଧ୍ୟ ବ୍ୟବସ୍ଥା ରହିଛି । ଜିପରେ ଏଠାକୁ ମାକ ଲିୟଡଗଞ୍ଜଠାରୁ ଆସି ହୁଏ ।
References
[ସମ୍ପାଦନା]This Himachal Pradesh location article is a stub. You can help Wikipedia by expanding it. |