ଲକ୍ଷ୍ମୀପତି ବାଲାଜୀ

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀପତି ବାଲାଜୀ

ଲକ୍ଷ୍ମୀପତି ବାଲାଜୀ (Tamil: லக்ஷ்மிபதி பாலாஜி,( ଜନ୍ମ ୨୭ ଜାନୁଆରୀ , 1981) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଡାହାଣହାତୀ ଦ୍ରୁତ ବୋଲର । 

Personal life[ସମ୍ପାଦନା]

ତାମିଲନାଡୁ ରାଜ୍ୟର କାଞ୍ଚିପୁରମ ଜିଲ୍ଲାର ବାଲାଯାବାଗଠାରେ ତାଙ୍କର ଜନ୍ମ ହେଇଥିଲା । 

ଅନ୍ତର୍ଜାତିକ କ୍ରିକେଟ [ସମ୍ପାଦନା]

୨୦୦୧ ମସିହାରୁ ନିଜ ରାଜ୍ୟ ତାମିଲନାଡୁ ପାଇଁ ଖେଳିବା ଆରମ୍ଭ କରିଥିବା ବାଲାଜି ଭାରତୀୟ ଜାତୀୟ ଦଳକୁ ୨୦୦୩ ମସିହାରେ ଦ୍ରୁତ ଗତି ବୋଲର ଭାବେ ପ୍ରବେଶ କରିଥିଲେ । ନିଉ ଜିଲାଣ୍ଡ ସହ ଅହମଦାବାଦ ଟେଷ୍ଟ ଖେଳି ତାଙ୍କର ଅନ୍ତର୍ଜାତିକ ଅଧ୍ୟାୟ ଆରମ୍ଭ କରିଥିଲେ । ତେବେ ୨୦୦୪ ମସିହାରେ ସେ ପାକିସ୍ଥାନ ବିପକ୍ଷ ସିରିଜରେ ବିଜଯର ଏକ ମୁଖ୍ୟ ଭୂମିକା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।[୧] ତାହା ପରେ ସେ ଆହତ ହେବା କାରଣରୁ ଏକ ବର୍ଷ ପାଇଁ କ୍ରିକେଟରୁ ଦୂରେଇ ରହିଥିଲେ । ୨୦୦୫ରେ ପାକିସ୍ଥାନର ଭରତ ଗସ୍ତରେ ସେ ପ୍ରଥମ ଟେଷ୍ଟରେ 5 ୱିକେଟ ନେବା ପରେ ପୁଣି ଆହତ ହେଇ 3 ବର୍ଷ ପାଇଁ କ୍ରିକେଟ ଖେଳି ପାରିଲେ ନାହି । ୨୦୦୭ରେ ସେ ପୁଣି ତାମିଲନାଡୁ ପାଇଁ ଘରେଇ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ଦେଲେ । ବାଲାଜିଙ୍କୁ ପୁଣି ଜାତୀୟ ଟେଷ୍ଟ ଦଳରେ ନିଉ ଜିଲାଣ୍ଡ ପାଇଁ ୨୦୦୯ରେ ନିଆଯାଇଥିଲା । [୨]

ସେ 2012 ବିଶ୍ୱ T 20 ଦଳ ପାଇଁ ଦଳରେ ସାମିଲ ଥିଲେ। ସେ ନିଉ ଜିଲାଣ୍ଡ ସହ T 20 ମେଚରେ ଚେନ୍ନଇଠାରେ ଖେଳିଥିଲେ । [୩]

ଆଇପିଏଲରେ ବାଲାଜୀ [ସମ୍ପାଦନା]

ପ୍ରଥମ 3ଟି IPLରେ ସେ ପଞ୍ଜାବ XI ତରଫରୁ ଖେଳିଥିଲେ । 

ପରେ ସେ ଚେନ୍ନଇ ସୁପର କିଙ୍ଗ ତରଫରୁ ମଧ୍ୟ ଖେଳିଥିଲେ ଓ ଏହାର ବିଜୟୀ ହେବାରେ ତାଙ୍କର ଅବଦାନ ଦେଇଥିଲେ । 

ଆଧାର ସବୁ [ସମ୍ପାଦନା]