କୋଟାଗିରି, ନିଳଗିରି

ଉଇକିପିଡ଼ିଆ‌ରୁ
ପୂର୍ବ ପୁରୁଷ ଆରାଧନା ସ୍ଥଳୀ 
କୋଟଗିରି ଗ୍ରାମରେ ମାତ୍ର ୧୬ଟି ଘର 

କୋଟାଗିରି ଭାରତୀୟ ରାଜ୍ୟ ତାମିଲନାଡୁର ଏକ ପଞ୍ଚାଯତ ସ୍ତରୀୟ ସହର । ଏହା ନିଳଗିରି ଜିଲ୍ଲାରେ ଅବସ୍ଥିତ । ସମୁଦ୍ର ପତ୍ତନଠାରୁ ୧୭୯୩ ମିଟର ଉପରେ ଥିବା କୋଟାଗିରି ଏକ ଶୈଳନିବାସ । 

କୋଟାଗିରିର ଅବସ୍ଥିତି  11.43°N 76.88°E[୧].ଠାରେ ହେଇଥିବା ବେଳେ ଏହାର ପତ୍ତନ ନିକଟସ୍ଥ ଇଲାକାରୁ ଅଧିକ । 

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ କୋଟାଗିରି ସହରର ଜନସଂଖ୍ୟା ୨୮,୨୦୭ ଥିଲା ଯାହା ମଧ୍ୟରୁ ପୁରୁଷ ସଂଖ୍ୟା ୧୩,୬୦୭ ଥିବା ବେଳେ ମହିଳା ସଂଖ୍ୟା ୧୪,୬୦୦ ଥିଲା ।୬ ବର୍ଷରୁ କମ ପିଲାଙ୍କ ସଂଖ୍ୟା ୨୩୪୦ ଥିଲା । କୋଟାଗିରିର ସାକ୍ଷ୍ୟରତା ହାର ୮୬.୭୯ % ଯାହା ଜାତୀୟ ହାରଠାରୁ ଢେର ଅଧିକ । ଏହା ଏପରିକି ରାଜ୍ୟ ହାରଠାରୁ ମଧ୍ୟ ଅଧିକ  ।  

କୋଟାଗିରି ପଞ୍ଚାଯତର ଗ୍ରାମ ସମୂହର ତାଲିକା [ସମ୍ପାଦନା]

# Villages Administrative Division Population
1 Aracode Kotagiri 781
2 Denad Kotagiri 8,284
3 Hallimoyar Kotagiri 225
4 Jackanarai Kotagiri 4,602
5 Kadinamala Kotagiri 407
6 Kallampalayam Kotagiri 1,691
7 Kengarai Kotagiri 6,820
8 Kodanad Kotagiri 4,153
9 Kokkode Kotagiri 147
10 Konakarai Kotagiri 7,511
11 Kotagiri Kotagiri 7,952
12 Naduhatty Kotagiri 10,278
13 Nandipuram Kotagiri 172
14 Nedugula Kotagiri 13,071

Educational institutions[ସମ୍ପାଦନା]

  • ସେଣ୍ଟ ଯୁଡେ ପବ୍ଲିକ ସ୍କୁଲ ଓ ଜୁନିଅର କଲେଜ 
  • ସେଣ୍ଟ ମାରୀ ସ୍କୁଲ 
  • Kerben village
    Kerben village

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]