ଉଇକିପିଡ଼ିଆ:Article wizard/Sources

ଉଇକିପିଡ଼ିଆ‌ରୁ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚଡେଇପଙ୍କ

     ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚଡେଇପଙ୍କ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଅବସ୍ଥିତ । ଏହି  ବିଦ୍ୟାଳୟରେ ଅଷ୍ଠମ ରୁ ଦଶମ ଯାଏଁ ପିଲା ପଢନ୍ତି | ଏଠାରେ ମୋଟ ୮ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି | 

କମ୍ପୁଟର ଶିକ୍ଷା- ବିଦ୍ୟାଳୟରେ ମୋଟ ୧୨ ଟି କମ୍ପୁଟର ଅଛି | ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ |