Jump to content

"ପୋଲିସ ଅଧିନିୟମ, ୧୮୬୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨ କ ଧାଡ଼ି: ୨ କ ଧାଡ଼ି:
ପୋଲିସ ବାହିନୀକୁ ପୁନର୍ଗଠିତ କରିବା ଏବଂ ଅପରାଧ ସନ୍ଧାନ ଏବଂ ନିବାରଣ କ୍ଷେତ୍ରରେ ଅଧିକତର ଦକ୍ଷ କରାଇବା ଲକ୍ଷରେ '''ପୋଲିସ ଅଧିନିୟମ, ୧୮୬୧''' ଭାରତୀୟ ସଂସଦ ଦ୍ୱାରା ଅଧିନିୟମିତ କରାଯାଇଛି ।<ref name="indiacode">{{cite web |title=ପୋଲିସ ଅଧିନିୟମ, ୧୮୬୧ |url=http://legislative.gov.in/sites/default/files/OA-1861-05.pdf |website=egislative.gov.in |accessdate=8 September 2018}}</ref>
ପୋଲିସ ବାହିନୀକୁ ପୁନର୍ଗଠିତ କରିବା ଏବଂ ଅପରାଧ ସନ୍ଧାନ ଏବଂ ନିବାରଣ କ୍ଷେତ୍ରରେ ଅଧିକତର ଦକ୍ଷ କରାଇବା ଲକ୍ଷରେ '''ପୋଲିସ ଅଧିନିୟମ, ୧୮୬୧''' ଭାରତୀୟ ସଂସଦ ଦ୍ୱାରା ଅଧିନିୟମିତ କରାଯାଇଛି ।<ref name="indiacode">{{cite web |title=ପୋଲିସ ଅଧିନିୟମ, ୧୮୬୧ |url=http://legislative.gov.in/sites/default/files/OA-1861-05.pdf |website=egislative.gov.in |accessdate=8 September 2018}}</ref>
== ଅଧିନିୟମ ବିଷୟରେ ==
== ଅଧିନିୟମ ବିଷୟରେ ==
ସାଂପ୍ରତିକ ପରିସ୍ଥିତିରେ ନାଗରିକର ଧନ ଜୀବନ ସୁରକ୍ଷା ସହ ଅପରାଧ ନିୟଂତ୍ରଣ କ୍ଷେତ୍ରରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗ ଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି । ଡଃ ସୋଲି ଜେ ସୋରାବଜିଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଏହି କମିଟି ପ୍ରଚଳିତ ପୋଲିସ ଅଧିନିୟମର ବିଶ୍ଳେଷଣ କରି ଏଥିରେ ଆବଶ୍ୟକୀୟ ପରିବର୍ତ୍ତନର ସୁପାରିଶ କରିବେ ।
ସାଂପ୍ରତିକ ପରିସ୍ଥିତିରେ ନାଗରିକର ଧନ ଜୀବନ ସୁରକ୍ଷା ସହ ଅପରାଧ ନିୟଂତ୍ରଣ କ୍ଷେତ୍ରରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗ ଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି । ଡଃ ସୋଲି ଜେ ସୋରାବଜିଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଏହି କମିଟି ପ୍ରଚଳିତ ପୋଲିସ ଅଧିନିୟମର ବିଶ୍ଳେଷଣ କରି ଏଥିରେ ଆବଶ୍ୟକୀୟ ପରିବର୍ତ୍ତନର ସୁପାରିଶ କରିବେ ।<ref name="legalserviceindia">{{cite web |title=Analysis of The Police Act |url=http://www.legalserviceindia.com/article/l253-Analysis-Of-The-Police-Act.html |website=www.legalserviceindia.com |accessdate=10 September 2018}}</ref>


== ବିଶେଷ ଧାରା ==
== ବିଶେଷ ଧାରା ==

୧୧:୨୪, ୧୦ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ପୋଲିସ ବାହିନୀକୁ ପୁନର୍ଗଠିତ କରିବା ଏବଂ ଅପରାଧ ସନ୍ଧାନ ଏବଂ ନିବାରଣ କ୍ଷେତ୍ରରେ ଅଧିକତର ଦକ୍ଷ କରାଇବା ଲକ୍ଷରେ ପୋଲିସ ଅଧିନିୟମ, ୧୮୬୧ ଭାରତୀୟ ସଂସଦ ଦ୍ୱାରା ଅଧିନିୟମିତ କରାଯାଇଛି ।[୧]

ଅଧିନିୟମ ବିଷୟରେ

ସାଂପ୍ରତିକ ପରିସ୍ଥିତିରେ ନାଗରିକର ଧନ ଜୀବନ ସୁରକ୍ଷା ସହ ଅପରାଧ ନିୟଂତ୍ରଣ କ୍ଷେତ୍ରରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତଏବ ୧୮୬୧ ମସିହାରେ ପ୍ରସ୍ତୁତ ପୋଲିସ ଅଧିନିୟମର ପରିବର୍ତ୍ତନ ଅବଶ୍ୟମ୍ଭାବୀ ଅନୁଭବ କରିବାହେତୁ ଭାରତ ସରକାରଙ୍କ ଗୃହ ବିଭାଗ ଦ୍ୱାରା ୨୦୦୫ ମସିହାରେ ଏକ କମିଟି ସ୍ଥାପନ କରାଯାଇଛି । ଡଃ ସୋଲି ଜେ ସୋରାବଜିଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଏହି କମିଟି ପ୍ରଚଳିତ ପୋଲିସ ଅଧିନିୟମର ବିଶ୍ଳେଷଣ କରି ଏଥିରେ ଆବଶ୍ୟକୀୟ ପରିବର୍ତ୍ତନର ସୁପାରିଶ କରିବେ ।[୨]

ବିଶେଷ ଧାରା

  • ଅଧିନିୟମର ଧାରା ୧୨ ଅନୁସାରେ ପୋଲିସ ମହାନିରୀକ୍ଷକ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୋଲିସ ବାହିନୀର ସଂଗଠନ, ସେମାନଙ୍କ କାର୍ଯ୍ୟର ନିରୀକ୍ଷଣ ତଥା ପୋଷାକ ଇତ୍ୟାଦି ସଂପର୍କରେ ଆବଶ୍ୟକ ମନେକଲେ ଏଥି ନିମିତ୍ତ ନିୟମାବଳୀ ପ୍ରଣୟନ କରିପାରିବେ ।

ଆଧାର

  1. "ପୋଲିସ ଅଧିନିୟମ, ୧୮୬୧" (PDF). egislative.gov.in. Retrieved 8 September 2018.
  2. "Analysis of The Police Act". www.legalserviceindia.com. Retrieved 10 September 2018.

ବାହାର ଆଧାର