Jump to content

"ରଶ୍ମି ବଂଶଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Rashmi Bansal"
 
No edit summary
୧ କ ଧାଡ଼ି: ୧ କ ଧାଡ଼ି:
'''ରଶ୍ମି ବଂଶଲ, l''' ଜଣେ ଅଣ-କାଳ୍ପନିକ ଲେଖିକା , ଉଦ୍ୟୋଗପତି ତଥା ଯୁବ-ବିଶେଷଙ୍ଗ । ସେ ବର୍ତମାନ  ଯାଏ ଉଦ୍ୟୋଗ ଉପରେ ୭ ଟି ପୁସ୍ତକ ରଚନା କରିଛନ୍ତି । .<ref>{{Cite web}}</ref><ref name="yo">{{Cite web}}</ref> ତାଙ୍କର ପ୍ରଥମ ପୁସ୍ତକ " ''Stay Hungry Stay Foolish"  ''ଭରତ ର ୨୫ ଜଣ ଏମବିଏ ଡିଗ୍ରୀ ହାସଲକାରୀ ଉଦ୍ୟୋଗପତି ଙ୍କ ଅଗ୍ରଗତି ଉପରେ ଗବେଷଣାତ୍ଵକ ଭାବରେ ଲିଖିତ ଓ ଏହା ୫ ଲକ୍ଷ କପି ବିକ୍ରି  ହେଇ ଏକ ଅଗ୍ରଣୀ ପୁସ୍ତକ ଭାବରେ ଆଦୃତ ହେଇଥିଲା । ଏହା ଭାରତ ରେ ଲିଖିତ ସମଭାବପନ୍ନ ଲେଖା ପାଇଁ ରେକର୍ଡ ସୃଷ୍ଟି କରିଥିଲା ।'' ''.<ref>{{Cite web}}</ref>
'''ରଶ୍ମି ବଂଶଲ, l''' ଜଣେ ଅଣ-କାଳ୍ପନିକ ଲେଖିକା , ଉଦ୍ୟୋଗପତି ତଥା ଯୁବ-ବିଶେଷଙ୍ଗ । ସେ ବର୍ତମାନ  ଯାଏ ଉଦ୍ୟୋଗ ଉପରେ ୭ ଟି ପୁସ୍ତକ ରଚନା କରିଛନ୍ତି । <ref>{{cite web|url=http://youthdevelopers.com/author-rashmi-bansal-biography-books-marriage/|title=Author Rashmi Bansal Biography, Books, Blog, Marriage, Husband, Daughter|publisher=Youth Developers|accessdate=5 November 2016 |language=}}</ref><ref name=yo>{{cite web|url=http://www.yosuccess.com/success-stories/rashmi-bansal/|title=Rashmi Bansal: An Author, Speaker and Entrepreneur!|publisher=Yo! Success|date=15 July 2015|accessdate=5 November 2016 |language=}}</ref> ତାଙ୍କର ପ୍ରଥମ ପୁସ୍ତକ " ''Stay Hungry Stay Foolish"  ''ଭରତ ର ୨୫ ଜଣ ଏମବିଏ ଡିଗ୍ରୀ ହାସଲକାରୀ ଉଦ୍ୟୋଗପତି ଙ୍କ ଅଗ୍ରଗତି ଉପରେ ଗବେଷଣାତ୍ଵକ ଭାବରେ ଲିଖିତ ଓ ଏହା ୫ ଲକ୍ଷ କପି ବିକ୍ରି  ହେଇ ଏକ ଅଗ୍ରଣୀ ପୁସ୍ତକ ଭାବରେ ଆଦୃତ ହେଇଥିଲା । ଏହା ଭାରତ ରେ ଲିଖିତ ସମଭାବପନ୍ନ ଲେଖା ପାଇଁ ରେକର୍ଡ ସୃଷ୍ଟି କରିଥିଲା ।'' ''..<ref>{{cite web|url=http://satyamsarvaiya.blogspot.in/2017_01_01_archive.html?m=1 |title=ASSIGNMENT COMMUNICATION SKILLS BOOK REVIEW ON: “STAY HUNGRY STAY FOOLISH”|author=Satyam Sarvaiya|publisher=Satyam Sarvaiya|date=9 January 2017|accessdate=17 March 2017|language=}}</ref>


== ଜୀବନୀ ==
== ଜୀବନୀ ==
ରଶ୍ମି ଙ୍କ ପିତା ଦକ୍ଷିଣ [[ମୁମ୍ବାଇ]] ସ୍ଥିତ ଟାଟା ଫାଉନନ୍ଦେସନ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ(Tata Institute of Fundamental Research )ରେ ଜେନ ଆଷ୍ଟ୍ରୋ-ଫିଜିଶିଷ୍ଟ ଥିଲେ । ରଶ୍ମି ସେଠାରେ ତାଙ୍କର ବାଲ୍ୟ କାଳ ବିତେଇବା ସହ [[କୋଲାବା]] ଆଞ୍ଚଲ ରେ ସ୍କୁଲ ଶିକ୍ଷ୍ୟା ପରେ ମୁମ୍ବାଇ ର ସୋଫିଆ କଲେଜ ରେ ଡିଗ୍ରୀ କଳା ପରେ [[ଅହମଦାବାଦ]] ର ଭାରତୀୟ ପରିଚାଳନା ପ୍ରତିଷ୍ଠାନ (Indian Institute of Management Ahmedabad) ରୁ ଏମବିଏ  କରିଥିଲେ ।.
ରଶ୍ମି ଙ୍କ ପିତା ଦକ୍ଷିଣ [[ମୁମ୍ବାଇ]] ସ୍ଥିତ ଟାଟା ଫାଉନନ୍ଦେସନ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ(Tata Institute of Fundamental Research )ରେ ଜେନ ଆଷ୍ଟ୍ରୋ-ଫିଜିଶିଷ୍ଟ ଥିଲେ । ରଶ୍ମି ସେଠାରେ ତାଙ୍କର ବାଲ୍ୟ କାଳ ବିତେଇବା ସହ [[କୋଲାବା]] ଆଞ୍ଚଲ ରେ ସ୍କୁଲ ଶିକ୍ଷ୍ୟା ପରେ ମୁମ୍ବାଇ ର ସୋଫିଆ କଲେଜ ରେ ଡିଗ୍ରୀ କଳା ପରେ [[ଅହମଦାବାଦ]] ର ଭାରତୀୟ ପରିଚାଳନା ପ୍ରତିଷ୍ଠାନ (Indian Institute of Management Ahmedabad) ରୁ ଏମବିଏ  କରିଥିଲେ ।.


ସେ ପ୍ରଥମେ [[ଟାଇମସ ଓଫ ଇଣ୍ଡିଆ]] ରେ ବ୍ରାଣ୍ଡ ମେନେଜର ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ " the Independant" ସଂବାଦପତ୍ର ରେ ହୁବକ ଙ୍କ ପାଇଁ ପ୍ରୁଷ୍ଠା ନିର୍ମାଣ କରିଥିଲେ ଓ ତାଙ୍କ ସ୍ଵାମୀ ଯତୀନ ବଂଶଳ  ଙ୍କ ସହ " JAM" ମେଗାଜିନ ପ୍ରକାଶ କରିଥିଲେ । l.<ref name="nyt">{{Cite web}}</ref><ref>{{Cite web}}</ref>
ସେ ପ୍ରଥମେ [[ଟାଇମସ ଓଫ ଇଣ୍ଡିଆ]] ରେ ବ୍ରାଣ୍ଡ ମେନେଜର ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ " the Independant" ସଂବାଦପତ୍ର ରେ ହୁବକ ଙ୍କ ପାଇଁ ପ୍ରୁଷ୍ଠା ନିର୍ମାଣ କରିଥିଲେ ଓ ତାଙ୍କ ସ୍ଵାମୀ ଯତୀନ ବଂଶଳ  ଙ୍କ ସହ " JAM" ମେଗାଜିନ ପ୍ରକାଶ କରିଥିଲେ । l.<ref name=nyt>{{cite web|url=http://india.blogs.nytimes.com/2011/09/19/a-conversation-with-rashmi-bansal/?_r=0|title=
A Conversation With: Rashmi Bansal|author=Timmons, Heather|publisher=''New York Times''|date=19 September 2011|accessdate= |language=}}</ref><ref>{{cite web|url=http://www.iftf.org/future-now/article-detail/digital-capitalization-india-mumbai-bansal-12172008/|title=Digital capitalization, India, Mumbai, Bansal, 12/17/2008|publisher=IFTFdate=26 December 2008|accessdate=7 November 2016 |language=}}</ref>

ସେ ତାଙ୍କର "Stay Hungry Stay Foolish" ପୁସ୍ତକ ଟି ତାଙ୍କର IIM ପ୍ରଫେସର ଙ୍କ ଦ୍ଵାରା ଅନୁପ୍ରେରିତ ହେଇ ରଚନା କରିଥିଲେ ଓ ଏହା ପ୍ରକାଶ ହେବାର ୧୦ ମାସ ମଧ୍ୟ ରେ ୧ ଲକ୍ଷ କପି ବିକ୍ରୟ ହେଇଥିଲା । ପରେ ଏହା ରେକର୍ଡ ବିକ୍ରି ହେଇ ରଶ୍ମି ଙ୍କୁ ବହୁ ଜନପ୍ରିୟତା ତଥା ଉଦ୍ୟୋଗ- ଗବେଷଣା  ଉପରେ ଏକ ବିଷାରଦ ଭାବରେ ପ୍ରତିଷ୍ଠିତ କରିଥିଲା । ତାଙ୍କର " Connekted Dot " ପୁସ୍ତକ ଅଣ- ଏମବିଏ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ଗବେଷଣା ଭିତ୍ତିକ ସନ୍ଦର୍ଭ ଭାବରେ ଆଦୃତ ହେଇଥିଲା । ତାଙ୍କର ଅନ୍ୟ ଲେଖା " I Have a Dream (2011)" ସାମାଜିକ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ପର୍ଜ୍ୟବେଶିତ ଥିଲା ଓ ଏଥିରେ ଇଂରାଜୀ ଓ ହିନ୍ଦୀ ର ସମ୍ମିଶ୍ରଣ ରେ ଲେଖା ଯାଇଥିଲା , ଯାହାକୁ "ହିଙ୍ଗଳୀସ" କୁହାଯାଇଥାଏ ।  .
ସେ ତାଙ୍କର "Stay Hungry Stay Foolish" ପୁସ୍ତକ ଟି ତାଙ୍କର IIM ପ୍ରଫେସର ଙ୍କ ଦ୍ଵାରା ଅନୁପ୍ରେରିତ ହେଇ ରଚନା କରିଥିଲେ ଓ ଏହା ପ୍ରକାଶ ହେବାର ୧୦ ମାସ ମଧ୍ୟ ରେ ୧ ଲକ୍ଷ କପି ବିକ୍ରୟ ହେଇଥିଲା । ପରେ ଏହା ରେକର୍ଡ ବିକ୍ରି ହେଇ ରଶ୍ମି ଙ୍କୁ ବହୁ ଜନପ୍ରିୟତା ତଥା ଉଦ୍ୟୋଗ- ଗବେଷଣା  ଉପରେ ଏକ ବିଷାରଦ ଭାବରେ ପ୍ରତିଷ୍ଠିତ କରିଥିଲା । ତାଙ୍କର " Connekted Dot " ପୁସ୍ତକ ଅଣ- ଏମବିଏ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ଗବେଷଣା ଭିତ୍ତିକ ସନ୍ଦର୍ଭ ଭାବରେ ଆଦୃତ ହେଇଥିଲା । ତାଙ୍କର ଅନ୍ୟ ଲେଖା " I Have a Dream (2011)" ସାମାଜିକ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ପର୍ଜ୍ୟବେଶିତ ଥିଲା ଓ ଏଥିରେ ଇଂରାଜୀ ଓ ହିନ୍ଦୀ ର ସମ୍ମିଶ୍ରଣ ରେ ଲେଖା ଯାଇଥିଲା , ଯାହାକୁ "ହିଙ୍ଗଳୀସ" କୁହାଯାଇଥାଏ ।  .



୦୬:୨୨, ୨୯ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ରଶ୍ମି ବଂଶଲ, l ଜଣେ ଅଣ-କାଳ୍ପନିକ ଲେଖିକା , ଉଦ୍ୟୋଗପତି ତଥା ଯୁବ-ବିଶେଷଙ୍ଗ । ସେ ବର୍ତମାନ  ଯାଏ ଉଦ୍ୟୋଗ ଉପରେ ୭ ଟି ପୁସ୍ତକ ରଚନା କରିଛନ୍ତି । [][] ତାଙ୍କର ପ୍ରଥମ ପୁସ୍ତକ " Stay Hungry Stay Foolish"  ଭରତ ର ୨୫ ଜଣ ଏମବିଏ ଡିଗ୍ରୀ ହାସଲକାରୀ ଉଦ୍ୟୋଗପତି ଙ୍କ ଅଗ୍ରଗତି ଉପରେ ଗବେଷଣାତ୍ଵକ ଭାବରେ ଲିଖିତ ଓ ଏହା ୫ ଲକ୍ଷ କପି ବିକ୍ରି  ହେଇ ଏକ ଅଗ୍ରଣୀ ପୁସ୍ତକ ଭାବରେ ଆଦୃତ ହେଇଥିଲା । ଏହା ଭାରତ ରେ ଲିଖିତ ସମଭାବପନ୍ନ ଲେଖା ପାଇଁ ରେକର୍ଡ ସୃଷ୍ଟି କରିଥିଲା । ..[]

ଜୀବନୀ 

ରଶ୍ମି ଙ୍କ ପିତା ଦକ୍ଷିଣ ମୁମ୍ବାଇ ସ୍ଥିତ ଟାଟା ଫାଉନନ୍ଦେସନ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ(Tata Institute of Fundamental Research )ରେ ଜେନ ଆଷ୍ଟ୍ରୋ-ଫିଜିଶିଷ୍ଟ ଥିଲେ । ରଶ୍ମି ସେଠାରେ ତାଙ୍କର ବାଲ୍ୟ କାଳ ବିତେଇବା ସହ କୋଲାବା ଆଞ୍ଚଲ ରେ ସ୍କୁଲ ଶିକ୍ଷ୍ୟା ପରେ ମୁମ୍ବାଇ ର ସୋଫିଆ କଲେଜ ରେ ଡିଗ୍ରୀ କଳା ପରେ ଅହମଦାବାଦ ର ଭାରତୀୟ ପରିଚାଳନା ପ୍ରତିଷ୍ଠାନ (Indian Institute of Management Ahmedabad) ରୁ ଏମବିଏ  କରିଥିଲେ ।.

ସେ ପ୍ରଥମେ ଟାଇମସ ଓଫ ଇଣ୍ଡିଆ ରେ ବ୍ରାଣ୍ଡ ମେନେଜର ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ " the Independant" ସଂବାଦପତ୍ର ରେ ହୁବକ ଙ୍କ ପାଇଁ ପ୍ରୁଷ୍ଠା ନିର୍ମାଣ କରିଥିଲେ ଓ ତାଙ୍କ ସ୍ଵାମୀ ଯତୀନ ବଂଶଳ  ଙ୍କ ସହ " JAM" ମେଗାଜିନ ପ୍ରକାଶ କରିଥିଲେ । l.[][] ସେ ତାଙ୍କର "Stay Hungry Stay Foolish" ପୁସ୍ତକ ଟି ତାଙ୍କର IIM ପ୍ରଫେସର ଙ୍କ ଦ୍ଵାରା ଅନୁପ୍ରେରିତ ହେଇ ରଚନା କରିଥିଲେ ଓ ଏହା ପ୍ରକାଶ ହେବାର ୧୦ ମାସ ମଧ୍ୟ ରେ ୧ ଲକ୍ଷ କପି ବିକ୍ରୟ ହେଇଥିଲା । ପରେ ଏହା ରେକର୍ଡ ବିକ୍ରି ହେଇ ରଶ୍ମି ଙ୍କୁ ବହୁ ଜନପ୍ରିୟତା ତଥା ଉଦ୍ୟୋଗ- ଗବେଷଣା  ଉପରେ ଏକ ବିଷାରଦ ଭାବରେ ପ୍ରତିଷ୍ଠିତ କରିଥିଲା । ତାଙ୍କର " Connekted Dot " ପୁସ୍ତକ ଅଣ- ଏମବିଏ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ଗବେଷଣା ଭିତ୍ତିକ ସନ୍ଦର୍ଭ ଭାବରେ ଆଦୃତ ହେଇଥିଲା । ତାଙ୍କର ଅନ୍ୟ ଲେଖା " I Have a Dream (2011)" ସାମାଜିକ ଉଦ୍ୟୋଗପତି ଙ୍କ କାର୍ଯ୍ୟ ବିଧି ଉପରେ ପର୍ଜ୍ୟବେଶିତ ଥିଲା ଓ ଏଥିରେ ଇଂରାଜୀ ଓ ହିନ୍ଦୀ ର ସମ୍ମିଶ୍ରଣ ରେ ଲେଖା ଯାଇଥିଲା , ଯାହାକୁ "ହିଙ୍ଗଳୀସ" କୁହାଯାଇଥାଏ ।  .

 ହିଂଳିଶ ଭାଷା ର ପ୍ରୟୋଗ ସମ୍ପର୍କ ରେ ନିଉ ୟର୍କ ଟାଇମସ ପତ୍ରିକା କୁ ତାଙ୍କର ଉତ୍ତର ଥିଲା ଯେ କେତେକ ପୁସ୍ତକ ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହେବା ଦରକାର ଓ ଏହା ଲୋକ ଙ୍କ ଉପକାର ରେ ହି ଆସିବ । ଏହା ପରେ ସେ ଔ ୪ ଟି ପୁସ୍ତକ ରଚନା ଅକରିଥିଲେ । ସେ ତାଙ୍କର ପୁସ୍ତକ ମାନଙ୍କ ରେ ସେ ଉଦ୍ୟୋଗପତି ମାନଙ୍କ ପାଇଁ ନୂତନ ଶୈଳୀ ବିଷୟ ରେ ମଧ୍ୟ ଉପଦେଶ ରଖିଥାନ୍ତି । .

ପ୍ରକାଶନ ସମୂହ 

ଆଧାର ସମୂହ 

  1. "Author Rashmi Bansal Biography, Books, Blog, Marriage, Husband, Daughter". Youth Developers. Retrieved 5 November 2016.
  2. "Rashmi Bansal: An Author, Speaker and Entrepreneur!". Yo! Success. 15 July 2015. Retrieved 5 November 2016.
  3. Satyam Sarvaiya (9 January 2017). "ASSIGNMENT COMMUNICATION SKILLS BOOK REVIEW ON: "STAY HUNGRY STAY FOOLISH"". Satyam Sarvaiya. Retrieved 17 March 2017.
  4. Timmons, Heather (19 September 2011). "A Conversation With: Rashmi Bansal". New York Times. {{cite web}}: Italic or bold markup not allowed in: |publisher= (help)
  5. "Digital capitalization, India, Mumbai, Bansal, 12/17/2008". IFTFdate=26 December 2008. Retrieved 7 November 2016.
  6. "God's Own Kitchen" by Rashmi Bansal, Westland