Jump to content

"ସ୍ଥାନେଶ୍ୱର ମହାଦେବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Sthaneshwar Mahadev Temple"
(କିଛି ବଦଳିନାହିଁ)

୧୧:୧୬, ୫ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସ୍ଥାନେଶ୍ବର ମହାଦେବ ମନ୍ଦିର
ଫାଇଲ:Sthaneswar Mahadev.gif

ପ୍ରାଚୀନ  ସ୍ଥାନେଶ୍ବର ମହାଦେବ ମନ୍ଦିର, dଭଗବାନ ଶିବ ବକ ପାଇଁ ଉତ୍ଶର୍ଗିତ । ଏହା ଭାରତୀୟ ରାଜ୍ୟ ହରିୟଣା ର ପବିତ୍ର ତୀର୍ଥ ସ୍ଥଳୀ କୁରୁକ୍ଷେତ୍ର ସହର ନିକଟସ୍ଥ ଥାନେଶ୍ବର ଠାରେ ରହିଛି । ଏଠାରେ ପାଣ୍ଡବ ମାନେ ଭଗବାନ ଶ୍ରୀକୃଷ୍ଣ ଙ୍କ ସହ ଆସି ଭଗବାନ ଶିବ ଙ୍କୁ ଉପାସନା ଆକରୀ ମହାଭାରତ ଯୁଧ ରେ ବିଜୟପାଇଁ ଆଶୀର୍ବାଦ ଭିକ୍ଷ୍ୟା କରିଥିଲେ ।[][] ନବମ ଶିକ୍ଷା ଗୁରୁ ଶ୍ରୀ ତେଘ ବାହାଦୁର ସ୍ଥାନେଶ୍ବର ତୀର୍ଥ ନିକଟ ରେ ଏକ ସ୍ଥାନ ରେ ରହିଥିଲେ । ସେଠାରେ ଏକ ଗୁରୁଦ୍ୱାରା ନିର୍ମିତ ହେଇଛି । 

କିମ୍ବଦନ୍ତୀ 

କିମ୍ବଦନ୍ତୀ ଅଛି , ଏଠାରେ ଥିବା ଜଳାଶୟ ର ଜଳ ଅତ୍ୟନ୍ତ ପବିତ୍ର । ଏହାର କିଛି ବୁନ୍ଦା ଜଳ ରାଜା ବନ ଙ୍କ କୁଷ୍ଠ ଋଗ ଭଲ କରିଦେଇଥିଲା । କୁରୁକ୍ଷେତ୍ର ତୀର୍ଥ ଯାତ୍ରା ଏହି ମ୍ମନ୍ଦିର ଦର୍ଶନା ବିନା ଅସମ୍ପୂର୍ଣ ରହିଥାଏ । କୁହାଯାଇ ଭଗବାନ ଶିବ ଙ୍କୁ ଲିଙ୍ଗା ଆକାର ରେ ଏଠାରେ ପ୍ରଥମେ ଉପାସନା କରାଯାଇଥିଲା । ମହାଭାରତ ର କୁରୁ ରାଜା ଏଠାରେ ଯମୁନା ନଦୀ କୁଳ ରେ ତପସ୍ୟା କରିଥିଲେ ଓ ମହାବୀର ପରଶୁରାମ ଏଠାରେ ଅନେକ  କ୍ଷ୍ଯାତ୍ରିୟ ଙ୍କୁ ବଧ କରିଥିଲେ । 

ଫାଇଲ:Sthaneswar gurudwara teg bahadur.jpg
Gurudwara Navi (9th) Patshahi

ଆରାଧ୍ୟ ଦେବତା 

ମନ୍ଦିର ଭଗବାନ ଶିବ ଙ୍କ ପାଇଁ ଉତ୍ଶର୍ଗିତ ଓ ସହର ସମ୍ରାଟ ହର୍ଷବର୍ଦ୍ଧନ ଙ୍କ ରାଜଧାନୀ ଥିଲା । ମନ୍ଦିର ର ସ୍ଥାପତ୍ୟ ଆଞ୍ଚଳିକ ଢାଞ୍ଚା ରେ ସ୍ତୁପାକାର ଭାବରେ ନିର୍ମିତ । ମନ୍ଦିର ର ଛତ ନିକଟ ରେ ଚାରି ପାଖ ରେ ଛତ୍ରୀ  ନିର୍ମିତ । 

ଆଧାର ସମୂହ 

  1. Dev Prasad (2010). Krishna: A Journey through the Lands & Legends of Krishna. Jaico Publishing House. pp. 216–. ISBN 978-81-8495-170-7.
  2. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ