Jump to content

"ତାତ୍ୟା ତୋପେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Tatya Tope"
(କିଛି ବଦଳିନାହିଁ)

୧୧:୦୯, ୨୫ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରାମଚନ୍ଦ୍ର ପଣ୍ଡୁରଙ୍ଗ ତୋପେ ( ୧୮୧୪-୧୮୫୯) , ୧୯୫୭ ଭାରତୀୟ ବିଦ୍ରୋହ ର ଜଣେ ଅଗ୍ରଗାମୀ ନେତା ଥିଲେ । 'ତାତ୍ୟା ତୋପେ' ନାମରେ ପରିଚିତ ହେଇଥିବା ତୋପେ ଜଣେ ଧୁରନ୍ଧର ସେନାପତି ଓ ଦେଶ ଭକ୍ତ ଭାବରେ ବ୍ରିଟିଶ ରାଜୁତି ବିରୁଦ୍ଧ ରେ ଯୁଦ୍ଧ ରେ ଅବତରଣ ହେଇ ବହୁତ ସାହସିକତା ର ପରିଚୟ ଦେଇଥିଲେ । ସ୍ଵାଧୀନତା ସଂଗ୍ରାମ ର ସେ ଜଣେ ଆଦ୍ୟ ସଂଗ୍ରାମୀ ଭାବରେ ଇତିହାସ ରେ ସ୍ଥାନିତ । 

ସଂକ୍ଷିପ୍ତ ଜୀବନୀ 

ମହାରାଷ୍ଟ୍ର ର ନାସିକ ନିକଟ ଯେଓଳା ରେ ମାରାଠି ବ୍ରାହ୍ମଣ ପରିବାର ରେ ଜନ୍ମିତ ତୋପେ , ପଣ୍ଡୁରଙ୍ଗ ରାଓ ତୋପେ ଙ୍କ ଏକମାତ୍ର ସନ୍ତାନ ଥିଲେ । [ଆଧାର ଲୋଡ଼ା]

୧୮୫୭ ବିପ୍ଲବ ରେ ତାଙ୍କ ଭୂମିକା 

ଇଂଲଣ୍ଡ ନିଉଜ ରେ ପ୍ରକାଶିତ ତତୟା ତୋପେ ଙ୍କ ସେନା ର ଚିତ୍ର 
୧୯୫୭ ରେ ତୋପେ ଙ୍କ ସୈନ୍ୟ ବାହିନୀ ର ଚିତ୍ର 

ଅନ୍ତିମ ବଳିଦାନ  ସେ ସାହସ ର ସହ ତାଙ୍କ ବିରୁଦ୍ଧ ରେ ହେଇଥିବା ଅଭିଯୋଗ କୁ ସ୍ଵୀକାର କରି , ସେ କେବଳ ମରଠା ରାଜା ପେସବା ଙ୍କ ଆନୁଗତ୍ୟ ସ୍ଵୀକାର କରନ୍ତି କହି ପ୍ରାଣ ବଳି ପାଇଁ ସ୍ବୀକୃତି ଦେଇଥିଲେ । ତାଙ୍କୁ ୧୮ ଏପ୍ରିଲ ୧୮୫୯ ରେ ମୃତ୍ୟୁ ଦଣ୍ଡ ଦିଅ ଯାଇଥିଲା । 

ତର୍ଜମା 

ଅତିରିକ୍ତ ପଠନ 

  • Caleb Wright (1863). Historic Incidents and Life in India. J. A. Brainerd. p. 239. ISBN 978-1-135-72312-5.

ବାହ୍ୟ ଆଧାର