ହିମାଂଶୁ ଶେଖର ଫତେସିଂହ

ଉଇକିପିଡ଼ିଆ‌ରୁ
ହିମାଂଶୁ ଶେଖର ଫତେସିଂହ
Born (1972-02-20) ୨୦ ଫେବୃଆରୀ ୧୯୭୨ (ବୟସ ୫୨)
ବାଲିଗାଡ଼ିଆ, ଜଙ୍କିଆ, ଖୋର୍ଦ୍ଧା
Citizenshipଭାରତୀୟ
Awardsଜନପ୍ରିୟ ବିଜ୍ଞାନ ପୁରସ୍କାର,
ପ୍ରକୃତି ବନ୍ଧୁ ପୁରସ୍କାର

ହିମାଂଶୁ ଶେଖର ଫତେସିଂହ ଜଣେ ଓଡ଼ିଆ ବିଜ୍ଞାନ ଲେଖକ । ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ନିକଟସ୍ଥ ବାଲିଗାଡ଼ିଆ ଗ୍ରାମରେ ୧୯୭୨ ମସିହା ଫେବୃଆରୀ ୨୦ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ମୁଖ୍ୟତଃ ବିଜ୍ଞାନ ଭିତ୍ତିକ ପୁସ୍ତକ ରଚନା କରନ୍ତି ।[୧]

ରଚନାବଳୀ[ସମ୍ପାଦନା]

ବିଜ୍ଞାନ ପୁସ୍ତକ[ସମ୍ପାଦନା]

  1. ଆମ ମାପ ଯନ୍ତ୍ର ବିଜ୍ଞାନ
  2. ଆମ ମଙ୍ଗଳ ବିଜ୍ଞାନ
  3. ଆମ ଜହ୍ନରାଇଜ ବିଜ୍ଞାନ
  4. ଆମ ଗ୍ରହାଣୁ ବିଜ୍ଞାନ
  5. ଆମ ଧୂମକେତୁ ବିଜ୍ଞାନ
  6. ଆମ ଶୁକ୍ର ବିଜ୍ଞାନ
  7. ଆମ ଶନି ବିଜ୍ଞାନ
  8. ଆମ ବାମନ ଗ୍ରହ ବିଜ୍ଞାନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୧୧
  • ପ୍ରକୃତି ବନ୍ଧୁ: ଓଡ଼ିଶା ସରକାର, ୨୦୧୦
  • ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୯)
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ, ପୁରୀ (୨୦୦୬)
  • ଇସ୍ୱା ସମ୍ମାନ, ଭାରତୀୟ ବିଜ୍ଞାନ ଲେଖକ ସଂଘ, ନୂଆଦିଲ୍ଲୀ (୨୦୦୬)
  • ସୁକୁମାର-ସୁନନ୍ଦା ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୦୫)

ଭାଗନେଇଥିବା ସମ୍ମିଳନୀ[ସମ୍ପାଦନା]

  • Role of Newspaper in Communicating on Climate Change. Developing Science & Technology Culture to Create Green Quality of Life[୨]

ଆଧାର[ସମ୍ପାଦନା]

  1. Fatesingh, Himansu Sekhar. "18th APFEJ Congress of Environmental Journalists" (PDF). APFEJ. Retrieved 10 March 2014.
  2. "Role of Newspaper in Communicating on Climate Change". Developing Science & Technology Culture to Create Green Quality of Life. Archived from the original on 21 February 2014. Retrieved 10 March 2014.