ସେଲପର୍କାଟିନିବ

ଉଇକିପିଡ଼ିଆ‌ରୁ
ସେଲପର୍କାଟିନିବ
Clinical data
Trade namesRetevmo, Retsevmo
SynonymsLOXO-292
AHFS/Drugs.commonograph
MedlinePlusa620036
data
Pregnancy
category
  • Avoid
Routes of
administration
By mouth
Legal status
Legal status
Identifiers
  • 6-(2-hydroxy-2-methylpropoxy)-4- (6-(6-((6-methoxypyridin-3-yl)methyl)-3,6-diazabicyclo[3.1.1]heptan-3-yl)pyridin-3- yl)pyrazolo[1,5-a]pyridine-3-carbonitrile
Chemical and physical data
FormulaC29H31N7O3
Molar mass୫୨୫.୬୧ g·mol−1
3D model (JSmol)
  • CC(C)(COC1=CN2C(=C(C=N2)C#N)C(=C1)C3=CN=C(C=C3)N4CC5CC(C4)N5CC6=CN=C(C=C6)OC)O
  • InChI=1S/C29H31N7O3/c1-29(2,37)18-39-24-9-25(28-21(10-30)13-33-36(28)17-24)20-5-6-26(31-12-20)34-15-22-8-23(16-34)35(22)14-19-4-7-27(38-3)32-11-19/h4-7,9,11-13,17,22-23,37H,8,14-16,18H2,1-3H3
  • Key:XIIOFHFUYBLOLW-UHFFFAOYSA-N

ସେଲପର୍କାଟିନିବ (ଇଂରାଜୀ ଭାଷାରେ Selpercatinib), ରେଟେଭମୋ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ ଏବଂ ଥାଇରଏଡ କର୍କଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ଆରଇଟି (RET) ଫ୍ୟୁଜନ ପଜିଟିଭ୍ କିମ୍ବା ଆରଇଟି ଜିନ ମ୍ୟୁଟେସନ୍ ଥିବା କ୍ଷେତ୍ରରେ ବ୍ୟବହୃତ ହୁଏ | [୩] [୨] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେବା ପରେ ଏହା ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା, ଶୁଖିଲା ପାଟି, ତରଳ ଝାଡ଼ା, ବୃକ୍‌କ ସମସ୍ୟା, ଥକାପଣ, ଫୁଲା, କମ୍ ପ୍ଲାଟେଲେଟ୍ ଏବଂ ରାସ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, କ୍ୟୁଟି (QT) ବିସ୍ତାର, ରକ୍ତସ୍ରାବ, ଆଲର୍ଜି ପ୍ରତିକ୍ରିୟା ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ କାଇନେଜ ଇନହିବିଟର ଯାହା ଆରଇଟିକୁ ଅବରୋଧ କରେ ।[୨]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ସେଲପର୍କାଟିନିବକୁ ଅନୁମୋଦନ କରାଯାଇଥିଲା ।[୩] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ବାର୍ଷିକ ପ୍ରାୟ ୨୫୮,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[୬] ବ୍ରିଟେନରେ ମଧ୍ୟ ଏହା ଅନୁମୋଦିତ ହୋଇଛି ।| [୪]

ଆଧାର[ସମ୍ପାଦନା]

  1. "Retsevmo EPAR". European Medicines Agency (EMA). 9 December 2020. Archived from the original on 23 April 2021. Retrieved 23 April 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Retevmo- selpercatinib capsule". DailyMed. Archived from the original on 4 March 2021. Retrieved 31 March 2021.
  3. ୩.୦ ୩.୧ ୩.୨ "Selpercatinib Monograph for Professionals". Drugs.com (in ଇଂରାଜୀ). Archived from the original on 21 November 2021. Retrieved 12 October 2021.
  4. ୪.୦ ୪.୧ "Selpercatinib". SPS - Specialist Pharmacy Service. 14 February 2020. Archived from the original on 28 October 2020. Retrieved 12 October 2021.
  5. "Retsevmo". Archived from the original on 23 April 2021. Retrieved 12 October 2021.
  6. "Retevmo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 October 2021.