ସେଫଡିନିର

ଉଇକିପିଡ଼ିଆ‌ରୁ
ସେଫଡିନିର
Clinical data
PronunciationSEF-di-nir
Trade namesCefzon, Omnicef, others
AHFS/Drugs.commonograph
MedlinePlusa698001
data
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability16% to 21% (dose-dependent)
Protein binding60% to 70%
MetabolismNegligible
Elimination half-life1.7 ± 0.6 hours
ExcretionKidney
Identifiers
  • 8-[2-(2-amino-1,3-thiazol-4-yl)-1-hydroxy-2-nitroso-
    ethenyl]amino-4-ethenyl-7-oxo-2-thia-6-
    azabicyclo[4.2.0]oct-4-ene-5-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.171.145 Edit this at Wikidata
Chemical and physical data
FormulaC14H13N5O5S2
Molar mass୩୯୫.୪୧ g·mol−1
3D model (JSmol)
Melting point170 °C (338 °F) (dec.)
  • O=C2N1/C(=C(/C=C)CS[C@@H]1[C@@H]2NC(=O)C(=N\O)/c3nc(sc3)N)C(=O)O
  • InChI=1S/C14H13N5O5S2/c1-2-5-3-25-12-8(11(21)19(12)9(5)13(22)23)17-10(20)7(18-24)6-4-26-14(15)16-6/h2,4,8,12,24H,1,3H2,(H2,15,16)(H,17,20)(H,22,23)/b18-7-/t8-,12-/m1/s1 checkY
  • Key:RTXOFQZKPXMALH-GHXIOONMSA-N checkY
  (verify)

ସେଫଡିନିର, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଓମନିସେଫ୍, ଏକ ଆଣ୍ଟିବାୟୋଟିକ ଯାହା ନିମୋନିଆ, ସେଲ୍ୟୁଲାଇଟିସ୍, ମଧ୍ୟକର୍ଣ୍ଣ ପ୍ରଦାହ, ଷ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ମଧ୍ୟକର୍ଣ୍ଣ ପ୍ରଦାହ, ଷ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ଓ ନିମୋନିଆ ପାଇଁ ଏହା ଏକ କମ୍ ପସନ୍ଦଯୋଗ୍ୟ ବିକଳ୍ପ, ପେନିସିଲିନ ଆଲର୍ଜି ଥିଲେ ଏହା ବ୍ୟବ‌ହାର କରାଯାଇପାରିବ । [୨] ଏହା ପାଟିରେ ଦିଆଯାଏ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଏବଂ ଚର୍ମରୋଗ ଦେଖାଯାଏ | [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଅମ ଡିଫିସିଲ୍ ସଂକ୍ରମଣ, ଆନାଫାଇଲକ୍‌ସିସ ଏବଂ ଷ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ | [୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର ନିରାପଦ ବୋଲି ବିଶ୍ୱାସ କରାଯାଏ କିନ୍ତୁ ଭଲ ଅଧ୍ୟୟନ କରାଯାଇ ନାହିଁ | [୩] ଏହା ଏକ ତୃତୀୟ ପିଢ଼ୀର ସେଫାଲୋସ୍ପୋରନ ଏବଂ ଜୀବାଣୁଙ୍କର କୋଷ ପ୍ରାଚୀର ତିଆରି କରିବାରେ ବାଧା ସୃଷ୍ଟି କରି ଏହାର ମୃତ୍ୟୁରେ ପରିଣତ ହୁଏ | [୨]

୧୯୭୯ ମସିହାରେ ଏହା ପେଟେଣ୍ଟ ହୋଇଥିଲା ଏବଂ ୧୯୯୧ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୧] ଯୁକ୍ତରାଷ୍ଟ୍ରରେ ଦଶ ଦିନର ଔଷଧର ହୋଲସେଲ ମୂଲ୍ୟ ପ୍ରାୟ ୯.୪୦ ଡଲାର | [୫] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୯୮ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ଥିଲା | [୬] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Cefdinir Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 14 August 2019. Retrieved 23 March 2019.
  2. ୨.୦ ୨.୧ ୨.୨ ୨.୩ "Cefdinir Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 14 August 2019. Retrieved 23 March 2019.
  3. "Cefdinir Use During Pregnancy". Drugs.com (in ଇଂରାଜୀ). Archived from the original on 23 March 2019. Retrieved 3 March 2019.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 49X. ISBN 9783527607495. Archived from the original on 2019-03-06. Retrieved 2019-03-02.
  5. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  6. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  7. "Cefdinir - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.