ଶ୍ୱେତା ବାନ୍ଦେକର

ଉଇକିପିଡ଼ିଆ‌ରୁ
(ଶ୍ୱେତା ବନ୍ଦେକାରରୁ ଲେଉଟି ଆସିଛି)
ଶ୍ୱେତା ବନ୍ଦେକାର
ଜାତୀୟତାଭାରତୀୟ
ଅନ୍ୟ ନାମସ୍ୱପ୍ନା
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭ - ଏବେଯାଏଁ

ଶ୍ୱେତା ବନ୍ଦେକାର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କଥାଚିତ୍ର ସହିତ ତାମିଲ ଦୂରଦର୍ଶନରେ ଜଗତରେ କାମ କରନ୍ତି । ସେ ଅଲୱାର, ବଲ୍ଲୁବନ ବାସୁକି ଓ ସନ୍ ଟିଭିର ଧାରାବାହିକ ଚନ୍ଦ୍ରଲେଖାରେ କାମ କରିଛନ୍ତି ।[୧][୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ଚେନ୍ନାଇ ନିକଟସ୍ଥ ପିଏମ୍‌ଆର୍ ଇଞ୍ଜିନିୟରିଂ କଲେଜରୁ ସ୍ନାତକ ଓ ପରେ ଏମ୍‌ବିଏ କରିଛନ୍ତି ।[୩][୪]

ଅଭିନୟ ଜୀବନ[ସମ୍ପାଦନା]

ବନ୍ଦେକାର ପ୍ରଥମେ ତାମିଲ କଥାଚିତ୍ର ଆଲୱାର ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅଜିତ କୁମାରଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ୨୦୦୭ ମସିହାରୁ ୨୦୧୨ ଯାଏଁ ସେ ଅନ୍ୟାନ୍ୟ କଥାଚିତ୍ରରେ ନାୟିକା ଭାବରେ କାମ କରିଥିଲେ । ମଗଲ ଜରିଆରେ ସେ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ, ଯାହାର ୧୦୦୦ ରୁ ଅଧିକ ଭାଗ ପ୍ରସାରିତ ହୋଇଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା
୨୦୦୭ ଆଲୱାର କଳ୍ପନା ତାମିଲ
୨୦୦୮ ବଲ୍ଲୁବନ ବାସୁକି ବାସୁକି ତାମିଲ
ଚେଦୁଗୁଡୁ ତେଲୁଗୁ
୨୦୧୧ ପୁଭା ଥାଲାଇୟା ତାମିଲ
୨୦୧୨ ପାଯାନାଙ୍ଗଲ ଥୋଦାରମ୍ ତାମିଲ
ମୀରାଭୁଦନ କୃଷ୍ଣ ମୀରା ତାମିଲ
ବୀରାଚୋଝାନ ତାମିଲ
ଇଦାୟମ୍ ଥିରାଇରାଙ୍ଗମ୍ ତାମିଲ
୨୦୧୪ ନାନ ଥାନ ବାଲା ବୈଶାଳୀ ତାମିଲ
୨୦୧୫ ଭୂଲୋହମ୍ ତାମିଲ

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୦୯–୨୦୧୧ ମଗଲ ସ୍ୱପ୍ନା ସନ୍ ଟିଭି
୨୦୧୪–୨୦୧୧ ଚନ୍ଦ୍ରଲେଖା ଚନ୍ଦ୍ରା ଏବଂ ନିଲା ଦ୍ୱୈତ ଭୂମିକା
୨୦୧୬ ଲକ୍ଷ୍ମୀ ବନ୍ଦାଚୁ ଲାଚୁ ଜୀ ତାମିଲ
୨୦୧୯ ନିଲା ଚନ୍ଦ୍ରା ସନ୍ ଟିଭି ସ୍ୱତନ୍ତ୍ର ଅତିଥି
୨୦୨୦ ରୋଜା
ମାଗାରାସି
୨୦୨୧ ଅମ୍ବେ ୱା
୨୦୨୩ ଚିନ୍ତାମଣି ଈଶ୍ୱରୀ ଦ୍ୱୈତ ଭୂମିକା

ଆଧାର[ସମ୍ପାଦନା]

  1. S. R. Ashok Kumar. "My First Break: Swetha". The Hindu.
  2. "TV actress Shwetha Bandekar announces pregnancy with a sweet post". The Times of India. 2023-05-17. ISSN 0971-8257. Retrieved 2023-06-21.
  3. "Swetha: studies first".
  4. "Swetha's cool with not-so-homely roles!". The New Indian Express.[dead link]ଛାଞ୍ଚ:Cbignore