ଶ୍ରୀନିବାସପୁର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Srinivaspur
ಶ್ರೀನಿವಾಸಪುರ | |
---|---|
ଦେଶ | India |
ରାଜ୍ୟ | Karnataka |
ଜିଲ୍ଲା | Kolar |
Elevation | 819 m (2,687 ft) |
Population (2001) | |
• Total | ୨୨,୯୨୬ |
ଭାଷା | |
• ସରକାରୀ | Kannada |
Time zone | UTC+5:30 (IST) |
PIN | 563135 |
ଶ୍ରୀନିବାସପୁର ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର କୋଲର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଶ୍ରୀନିବାସପୁର ୧୩.୩୩୯୩ ଉତ୍ତର ଅକ୍ଷାଂଶ ଓ ୭୮.୨୧୧୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୧୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶ୍ରୀନିବାସପୁର ସହରର ମୋଟ ଜନସଂଖ୍ୟା ୨୨୯୨୬ ଅଟେ ।[୨] ସେଥି ମଧ୍ୟରୁ ୫୧.୪୪% ଜଣ ପରୁଷ ହୋଇଥିବା ବେଳେ ୪୮.୫୬% ଜଣ ନାରୀ ଅଟନ୍ତି । ଶ୍ରୀନିବାସପୁରର ସାକ୍ଷରତା ହାର ୬୩.୫୬% ଅଟେ । ଏହା ଜାତୀୟ ହାରଠାରୁ ୧.୨୮% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୧% ପ୍ରତିଶତ ପୁରୁଷ ଓ ୨୮.୩୫% ନାରୀ ଅଟନ୍ତି । ୧୪.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
କନ୍ନଡ ଶ୍ରୀନିବାସପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.