ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା

ଉଇକିପିଡ଼ିଆ‌ରୁ
ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା
ନିର୍ଦ୍ଦେଶକବିଶ୍ୱନାଥ ନାୟକ
ପ୍ରଯୋଜକକୃଷ୍ଣଚନ୍ଦ୍ର ତ୍ରିପାଠୀ
କଳାକାରବାଉରିବନ୍ଧୁ, ଝରଣା ଦାସ, ଅନୁଭା ଗୁପ୍ତା, ଶରତ ପୂଜାରୀ
ସଙ୍ଗୀତନଚିକେତା ଘୋଷ
ମୁକ୍ତିଲାଭ ତାରିଖ
୧୯୫୯
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୫ ହଜାର

ବିଶ୍ୱନାଥ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା - ୧୯୫୯ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୁଜା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ[ସମ୍ପାଦନା]

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ନଚିକେତା ଘୋଷ ।

ଗୀତ ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
ମୋର ମନ ସିନା କେହି ଜାଣେନା --- ସନ୍ଧ୍ୟା ମୁଖାର୍ଜୀ[୧]
ଆଜି କାର୍ତ୍ତିକ ପୁନେଇ ଦିନରେ ମାଝି କାତ ମାରି ---
ଜୟ ତୁ ମହାଲକ୍ଷ୍ମୀ ଜୟ ତୁ ମା ---
କେତେ ମଜା ଏ ଦୁନିଆ ଭାଇ ମଜା ---

ଆଧାର[ସମ୍ପାଦନା]

  1. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)

ଅଧିକ ତଥ୍ୟ[ସମ୍ପାଦନା]