ଲାଲି ହବ କାହାର

ଉଇକିପିଡ଼ିଆ‌ରୁ
ଲାଲି ହବ କାହାର
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକରବି ମିଶ୍ର
ସଂଳାପସଞ୍ଜୟ ମହାକୁଡ଼
ଚିତ୍ରନାଟ୍ୟଅମରେଶ ପତି
କଳାକାରସମ୍ବିତ ଆଚାର୍ଯ୍ୟ
ସୂର୍ଯ୍ୟମୟୀ ମହାପାତ୍ର
ବବି ମିଶ୍ର
ପିଣ୍ଟୁ ନନ୍ଦ
ରବି ମିଶ୍ର
ଜୀବନ ପଣ୍ଡା
ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୩୧ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଲାଲି ହବ କାହାର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର ।[୧] ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଅଚାର୍ଯ୍ୟ ଓ ସୂର୍ଯ୍ୟମୟୀ ମହାପାତ୍ର । ବବି ମିଶ୍ର, ପିଣ୍ଟୁ ନନ୍ଦ, ରବି ମିଶ୍ର, ଜୀବନ ପଣ୍ଡା, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୩୧ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ତାରିଜ୍ ଅଜିଜ୍, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ହାଏଗୋ ଦମୟନ୍ତୀ"ଅଭିଜିତ ମଜୁମଦାର 
2."ତୋ ପ୍ରେମର ଇସାରା"  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ଆସନ୍ତା ରବିବାର ସନ୍ଧ୍ୟାରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟରରେ ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର". Prameya. 28 October 2021. Archived from the original on 18 November 2021. Retrieved 18 November 2021.

ବାହାର ଆଧାର[ସମ୍ପାଦନା]