ଲାଇଫ୍‌ରେ କିଛି ବି ହେଇପାରେ

ଉଇକିପିଡ଼ିଆ‌ରୁ
ଲାଇଫ୍‌ରେ କିଛି ବି ହେଇପାରେ
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ପୁନମ ମିଶ୍ର
ସାତ୍ୟକି ମିଶ୍ର
ପ୍ରଦ୍ୟୁମ୍ନ ଲେଙ୍କା
ଚୌଧୁରୀ ବିକାଶ ଦାସ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୧ ଡିସେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଲାଇଫ୍‌ରେ କିଛି ବି ହେଇପାରେ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଓ ସୀତାରାମ ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ ।

ଅଭିନୟ[ସମ୍ପାଦନା]

  • ସମ୍ବିତ ଆଚାର୍ଯ୍ୟ
  • ପୁନମ ମିଶ୍ର
  • ସାତ୍ୟକି ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ଚୌଧୁରୀ ବିକାଶ ଦାସ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଭଲ ଲାଗେ ଚାଲିବାକୁ"ହ୍ୟୁମାନ ସାଗର, ନମିତା ଅଗ୍ରୱାଲ୦୪:୨୦
2."ତୁ ମୋର ଗୀତ ହେଲେ ମୁଁ ତୋ'ର ଧୁନ୍"ହ୍ୟୁମାନ ସାଗର, ନମିତା ଅଗ୍ରୱାଲ୦୪:୪୫
3."କିଛି ସ୍ୱପ୍ନ ଭାସି ଯାଏ"ଗୌରବ ଆନନ୍ଦ୦୫:୪୦

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]