ଯନ୍ତ୍ରଣା

ଉଇକିପିଡ଼ିଆ ରୁ
ଯନ୍ତ୍ରଣା
OuchFlintGoodrichShot1941.jpg

A woman grimacing while having an injection
ICD-10 R52
ICD-9 338
DiseasesDB 9503
MedlinePlus 002164
MeSH D010146

ଯନ୍ତ୍ରଣା (Pain) ଏକ ଅରୁଚିକର ବା ଦୁଃଖଦ ଅନୁଭବ ଯାହା ଛୁଞ୍ଚି ଫୋଡିହେବା, ନିଆଁ ଧାସ/ ପୋଡି ହେବା, କୌଣସି ଟାଣ ଯାଗାରେ ବାଜିଯିବା ଭଳି ତୀବ୍ର ବା ବିନଷ୍ଟକାରୀ ଉଦ୍ଦୀପକ ଦ୍ଵାରା ସଂଘଟିତ ହୁଏ[୧] । ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଷ୍ଟଡି ଅଫ ପେନ ସଂସ୍ଥାର ସଂଜ୍ଞା: ଯନ୍ତ୍ରଣା (Pain) ଏକ ଅରୁଚିକର ସଂବେଦୀ ବା ଭାବପ୍ରବଣ ଅନୁଭବ(sensory and emotional experience) ଯାହା ପ୍ରକୃତ ବା ସଂଭାବ୍ୟ ତନ୍ତୁ କ୍ଷୟ ଦ୍ଵାରା ସଂଘଟିତ ହୁଏ ।
ନିଜ ଅଙ୍ଗକୁ ରକ୍ଷା କରିବାକୁ ଯନ୍ତ୍ରଣା ଏହି ବିନଷ୍ଟକାରୀ ଅବସ୍ଥିତିଠାରୁ ଦୂରେଇ ଯିବାକୁ ଲୋକକୁ ବାଧ୍ୟ କରେ ଓ ଭବିଷ୍ୟତରେ ଏହାଠାରୁ ଦୂରେଇ ରହିବାକୁ ଚେତେଇ ଦିଏ[୨] । ଅଧିକାଂଶ କ୍ଷେତ୍ରରେ ଉଦ୍ଦୀପକଠାରୁ ଦୂରେଇ ଗଲେ ଯନ୍ତ୍ରଣା ହୁଏ ନାହିଁ । ବେଳେ ବେଳେ ଉଦ୍ଦୀପକ ନ ଥାଇ ବା ଅଙ୍ଗ ସୁସ୍ଥ ହୋଇଯାଇ ଥିଲେ ମଧ୍ୟ ଯନ୍ତ୍ରଣା ଲାଗି ରହେ ବା କୌଣସି ଉଦ୍ଦୀପକ ନ ଥାଇ ମଧ୍ୟ ଯନ୍ତ୍ରଣା ଆରମ୍ଭ ହୁଏ ।[୩]
[୪] ଆମେରିକାରେ ଯନ୍ତ୍ରଣା ଯୋଗୁ ଡାକ୍ତରୀ ପରାମର୍ଶ ଅତି ସାଧାରଣ କଥା[୫] । ଅନେକ ଭେଷଜ ରୋଗରେ ଯନ୍ତ୍ରଣା ହୁଏ ଓ ଏହା ମାନବର କର୍ମ ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରେ[୬] । ସାମାଜିକ ଆଶ୍ରୟ, ସମ୍ମୋହନ, ଉତ୍ତେଜିତ ତଥା ଅବସାଦଗ୍ରସ୍ତ କରେଇବା ଦ୍ଵାରା ଯନ୍ତ୍ରଣାର ମାତ୍ରା କମିଯାଏ ।[୭]

ବର୍ଗୀକରଣ[ସମ୍ପାଦନା]

କର୍ମ ପ୍ରଭାବ[ସମ୍ପାଦନା]

ଚିକିତ୍ସା[ସମ୍ପାଦନା]

ଆଧାର[ସମ୍ପାଦନା]

  1. The examples represent respectively the three classes of nociceptive pain - mechanical, thermal and chemical - and neuropathic pain.
  2. Lynn B (1984). "Cutaneous nociceptors". In Winlow W, Holden AV. The neurobiology of pain: Symposium of the Northern Neurobiology Group, held at Leeds on 18 April 1983. Manchester: Manchester University Press. ପୃଷ୍ଠା. 106. ISBN 0-7190-0996-0. http://books.google.com.au/books?id=S7rnAAAAIAAJ&pg=PA106&=true#v=onepage&q&f=false. 
  3. Raj PP (2007). "Taxonomy and classification of pain". In Niv D, Kreitler S, Diego B, Lamberto A. The Handbook of Chronic Pain. Nova Biomedical Books. ISBN 1-60021-044-9. http://books.google.com.au/books?id=ZG4Svh_UL3UC&pg=PA41&lpg=PA41. 
  4. Melzack R & Casey KL. "Sensory, motivational and central control determinants of chronic pain: A new conceptual model". In Kenshalo DR. The skin senses: Proceedings of the first International Symposium on the Skin Senses, held at the Florida State University in Tallahassee, Florida. ପୃଷ୍ଠା. 432. 
  5. Turk DC, Dworkin RH (2004). "What should be the core outcomes in chronic pain clinical trials?". Arthritis Res. Ther. 6 (4): 151–4. doi:10.1186/ar1196. PMC 464897. PMID 15225358. 
  6. Breivik H, Borchgrevink PC, Allen SM, Rosseland LA, Romundstad L, Hals EK, Kvarstein G, Stubhaug A (July 2008). "Assessment of pain". Br J Anaesth 101 (1): 17–24. doi:10.1093/bja/aen103. PMID 18487245. 
  7. Eisenberger NI, Lieberman M (2005). "Why it hurts to be left out: The neurocognitive overlap between physical and social pain". In Williams KD. The Social Outcast: Ostracism, Social Exclusion, Rejection, & Bullying (Sydney Symposium of Social Psychology). East Sussex: Psychology Press. ପୃଷ୍ଠା. 210. ISBN 1-84169-424-X. http://webscript.princeton.edu/~psych/psychology/related/socneuconf/pdf/eisenberger-lieberman2.pdf. 

ବାହାର ଲିଙ୍କ[ସମ୍ପାଦନା]

  • Pain Stanford Encyclopedia of Philosophy