ମହମ୍ମଦ ରଫି
ଉଇକିପିଡ଼ିଆ ରୁ
|
|
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
| ମହମ୍ମଦ ରଫି | |
|---|---|
| ଫାଇଲ:Mohammed Rafi.jpg | |
| ବିବରଣୀ | |
| ଜନ୍ମ ନାଆଁ | ମହମ୍ମଦ ହାଜି ଅଲି ମହମ୍ମଦ ରଫି |
| ଜନ୍ମ | ୨୪ ଡିସେମ୍ବର ୧୯୨୪ Kotla Sultan Singh, Punjab, British India |
| ଆରମ୍ଭ | ଭାରତ |
| ତିରୋଧାନ | ୩୧ ଜୁଲାଇ ୧୯୮୦ (aged 55) ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
| ବିଭାଗ | Hindustani Classical Music, Indian classical, ghazal, playback singing, qawwali. thumri |
| ଜୀବିକା | Playback Singer, sang in Hindi, Urdu, Punjabi, and various other regional languages, also recorded songs in English, Scottish[disambiguation needed], Spanish and French |
| ବାଦନ ଜନ୍ତ୍ର | କଣ୍ଠ |
| ଜୀବନ କାଳ | ୧୯୪୧–୧୯୮୦ |
ମହମ୍ମଦ ରଫି ୧୯୨୪ମସିହା ଡିସେମ୍ବର ୨୪ ତାରିଖ ଦିନ ଅମୃତସର ନିକଟସ୍ଥ କୋଟଲା ସୁଲତାନ ସିଂଠାରେ ଜନ୍ମଗ୍ରହଣ କରିଥିଲେ ଓସ୍ତାଦ ଗୁଲାମ ଅଲି ଖାନଙ୍କ ନିକଟରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ ସେ ପ୍ରଥମେ ପଞ୍ଜାବୀ କଥାଚିତ୍ର ‘ଗୁଲ୍ ବାଲୋଚ୍’ ରେ କଣ୍ଠଦାନ କରିଥିଲେ ସେ ପଞ୍ଜାବୀ ସହ ହିନ୍ଦୀ, ଓଡ଼ିଆ, କୋଙ୍କଣୀ, ଭୋଜପୁରୀ, ବଙ୍ଗଳା, ମରାଠୀ, ସିନ୍ଧୀ, କନ୍ନଡ଼, ଗୁଜରାଟୀ, ତେଲୁଗୁ, ମାଘି, ମୈଥିଳୀ ଓ ଅହମିୟା ଆଦି ଭାଷାରେ ଗୀତ ଗାଇଥିଲେ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ଆସ ପାସ’ କଥାଚିତ୍ରରେ ସେ ତାଙ୍କର ଶେଷ ଗୀତ ଗାଇଥିଲେ ଓଡ଼ିଆ କଥାଚିତ୍ରଅରୁନ୍ଧତୀର ୨ଟି ଗୀତ 'ମୟୂରୀଗୋ ତୁମ ଆକାଶେ ମୁଁ' ଏବଂ 'ତୁମକୁ ପାରୁନି ତ ଭୁଲି' ଗୀତ ଗାଇଥିଲେ ସେ ତାଙ୍କ ଗାୟନକାଳ ମଧ୍ୟରେ ୬ଥର ଫିଲ୍ମଫେୟାର ପୁରସ୍କାର ପାଇଥିଲେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ୧୯୮୦ ମସିହା ଜୁଲାଇ ୩୧ତାରିଖ ଦିନ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା
[ଏହାକୁ ବଦଳାନ୍ତୁ] ପୁରସ୍କାର ଓ ସମ୍ମାନ
- ପଦ୍ମଶ୍ରୀ
- ଫିଲ୍ମଫେୟାର
[ଏହାକୁ ବଦଳାନ୍ତୁ] ଆଧାର
[ଏହାକୁ ବଦଳାନ୍ତୁ] ବାହାର ଆଧାର
- ମହମ୍ମଦ ରଫି ଇଣ୍ଟରନେଟ ମୁଭି ଡାଟାବେସଠାରେ