ବ୍ୟଞ୍ଜନ ବର୍ଣ୍ଣ

ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ
ଓଡ଼ିଆ ସଂଖ୍ୟା

ବ୍ୟଞ୍ଜନ ବର୍ଣ୍ଣ[ସମ୍ପାଦନା]

‘କ’ଠରୁ ‘ହ’ ପର୍ଯ୍ୟନ୍ତ ୩୩ଟି ବର୍ଣ୍ଣକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ [୧]ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଏହି ବର୍ଣ୍ଣମାନେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ । ୩୩ଟି ବ୍ୟଞ୍ଜନ ବର୍ଣ୍ଣ ୩ଭାଗରେ ବିଭକ୍ତ । ଯଥା: ୧. ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ, ୨. ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଓ ୩. ଉଷ୍ଣବର୍ଣ୍ଣ |

ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ[ସମ୍ପାଦନା]

ଏକସ୍ଥାନରୁ ଉଚ୍ଚାରିତ ହେଉଥିବା ପ୍ରଥମ ୨୫ଟି ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ । ଉଚ୍ଚାରଣ ଭେଦରେ ଏହା ପାଞ୍ଚଶ୍ରେଣୀରେ ବିଭକ୍ତ ଯଥା:

ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ[ସମ୍ପାଦନା]

  • ୪ଟି ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଯଥା: , , ,

ଉଷ୍ଣବର୍ଣ୍ଣ[ସମ୍ପାଦନା]

  • ୪ଟି ଉଷ୍ଣବର୍ଣ୍ଣ ଯଥା: , , ,

ଅତିରିକ୍ତ

ଆଧାର[ସମ୍ପାଦନା]