ବ୍ରଜ ସିଂହ
ବ୍ରଜ ସିଂହ | |
---|---|
ଜନ୍ମ | ବ୍ରଜ ସିଂହ |
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୧୯୮୬-ଏବେଯାଏଁ |
ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବିଭିନ୍ନ ସହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ[ସମ୍ପାଦନା]
ଅଭିନୀତ କଥାଚିତ୍ର[ସମ୍ପାଦନା]
ଅଭିନୀତ ଧାରାବାହିକ[ସମ୍ପାଦନା]
ଧାରାବାହିକ | ଚେନାଲ | ଭୂମିକା |
---|---|---|
ଗାୟତ୍ରୀ | ଇ ଟିଭି ଓଡ଼ିଆ | |
ଦୁର୍ଗା | ତରଙ୍ଗ ଟିଭି |
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ବ୍ରଜ ସିଂହ