ବେଲଜୁଟିଫାନ

ଉଇକିପିଡ଼ିଆ‌ରୁ
ବେଲଜୁଟିଫାନ
Clinical data
Pronunciationbell-ZOO-ti-fan
Trade namesWelireg
SynonymsMK-6482, PT2977
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 3-{[(1S,2S,3R)-2,3-Difluoro-1-hydroxy-7-(methylsulfonyl)-2,3-dihydro-1H-inden-4-yl]oxy}-5-fluorobenzonitrile
Chemical and physical data
FormulaC17H12F3NO4S
Molar mass୩୮୩.୩୪ g·mol−1
3D model (JSmol)
  • CS(=O)(=O)c1ccc(Oc2cc(F)cc(C#N)c2)c2c1[C@H](O)[C@H](F)[C@@H]2F
  • InChI=1S/C17H12F3NO4S/c1-26(23,24)12-3-2-11(13-14(12)17(22)16(20)15(13)19)25-10-5-8(7-21)4-9(18)6-10/h2-6,15-17,22H,1H3/t15-,16-,17+/m1/s1
  • Key:LOMMPXLFBTZENJ-ZACQAIPSSA-N

ବେଲଜୁଟିଫାନ (ଇଂରାଜୀ ଭାଷାରେ Belzutifan), ୱେଲିରେଗ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଭନ୍ ହିପେଲ-ଲିଣ୍ଡାଉ ରୋଗ-ଆସୋସିଏଟେଡ୍ ବୃକ୍‌କୀୟ ଜୀବକୋଷ କର୍କଟ, କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର (ସିଏନ୍ଏସ୍) ହେମାଞ୍ଜିଓବ୍ଲାଷ୍ଟୋମା କିମ୍ବା ଅଗ୍ନାଶୟ ନ୍ୟୁରୋଏଣ୍ଡୋକ୍ରାଇନ୍ ଅର୍ବୁଦର (pNET) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ହେମୋଗ୍ଲୋବିନ୍, ଥକ୍କା, ବୃକ୍‌କ ସମସ୍ୟା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ରକ୍ତରେ ଶର୍କରା ବୃଦ୍ଧି, ଏବଂ ଅଇ ଲାଗିବା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଅମ୍ଳଜାନ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ହାଇପୋକ୍ସିଆ-ଇଣ୍ଡ୍ୟୁସିବ୍ଲ ଫ୍ୟାକ୍ଟର୍ ୨α ଇନହିବିଟର ।[୨] [୪]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ବେଲଜୁଟିଫାନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ୨୦୨୨ ସୁଦ୍ଧା ପ୍ରାୟ ୧୨,୦୦୦ ହେଉଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୮,୦୦୦ ଡଲାର ଅଟେ | [୫] ୟୁରୋପରେ ଏହା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ ।[୪]

ଆଧାର[ସମ୍ପାଦନା]

  1. "WELIREG" (PDF). Archived (PDF) from the original on 28 October 2022. Retrieved 28 October 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Welireg- belzutifan tablet, film coated". DailyMed. Archived from the original on 28 October 2022. Retrieved 12 September 2021.
  3. "FDA approves belzutifan for cancers associated with von Hippel-Lindau". U.S. Food and Drug Administration (FDA). 13 August 2021. Archived from the original on 13 August 2021. Retrieved 13 August 2021.  This article incorporates text from this source, which is in the public domain.
  4. ୪.୦ ୪.୧ ୪.୨ "Belzutifan". SPS - Specialist Pharmacy Service. 18 March 2021. Archived from the original on 26 April 2021. Retrieved 25 April 2021.
  5. "Welireg Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 28 October 2022.