ବୀରେନ୍ଦ୍ର ପାଣ୍ଡେ

ଉଇକିପିଡ଼ିଆ‌ରୁ
ବୀରେନ୍ଦ୍ର ପାଣ୍ଡେ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀକିଶୋର କୁମାର ମହାନ୍ତି
ପର ଅଧିକାରୀକିଶୋର କୁମାର ମହାନ୍ତି
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଶୈରିନ୍ଦ୍ରୀ ନାୟକ
ପର ଅଧିକାରୀକିଶୋର କୁମାର ମହାନ୍ତି
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-03-01)୧ ମାର୍ଚ୍ଚ ୧୯୪୮
ମୃତ୍ୟୁ୧୯ ମାର୍ଚ୍ଚ ୨୦୨୩(2023-03-19) (ବୟସ ୭୫)
ଭୁବନେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶକୁନ୍ତଳା ପାଣ୍ଡେ
ବାପା/ବୋଉଗଲବ ଚନ୍ଦ୍ର ପାଣ୍ଡେ (ବାପା)
ବୃତ୍ତିରାଜନୀତିଜ୍ଞ

ବୀରେନ୍ଦ୍ର ପାଣ୍ଡେ (୧ ମାର୍ଚ୍ଚ ୧୯୪୮ - ୧୯ ମାର୍ଚ୍ଚ ୨୦୨୩)[୧] ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୀରେନ୍ଦ୍ର ପାଣ୍ଡେ ୧୯୪୮ ମସିହାର ମାର୍ଚ୍ଚ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଲବ ଚନ୍ଦ୍ର ପାଣ୍ଡେ ଓ ପତ୍ନୀଙ୍କ ନାମ ଶକୁନ୍ତଳା ପାଣ୍ଡେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ବୀରେନ୍ଦ୍ର ପାଣ୍ଡେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।[୨]

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଝାରସୁଗୁଡ଼ା ଭାରତୀୟ ଜାତୀୟ କଂଗ୍ରେସ

ଆଧାର[ସମ୍ପାଦନା]

  1. "ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ". ଧରିତ୍ରୀ. 20 March 2023. p. ୩. Retrieved 20 March 2023.
  2. ୨.୦ ୨.୧ "Shri Birendra Pandey". odishaassembly.nic.in. Odisha Assembly. Retrieved 7 August 2021.