ବଣି
ଉଇକିପିଡ଼ିଆ ରୁ
| ବଣି | |
|---|---|
| Conservation status | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Animalia |
| ସଂଘ: | Chordate |
| ବର୍ଗ: | bird |
| ଗଣ: | Passeriformes |
| କୁଳ: | Sturnidae |
| ପ୍ରଜାତି: | Acridotheres |
| ଜାତି: | A. tristis |
| ବାଇନୋମିଆଲ ନାଆଁ | |
| Acridotheres tristis Carolus Linnaeus |
|
ସମଗ୍ର ଓଡ଼ିଶାରେ ବଣି ଦେଖାଯାଆନ୍ତି । ବଣି ଜଙ୍ଗଲରେ ବାସ କରିବାକୁ ଭଲପାଆନ୍ତିନାହିଁ । ସାଧାରଣତଃ ଜନବସତି ଅଞ୍ଚଳରେ ଥିବା ଗଛମାନଙ୍କରେ ନୀଡ଼ ବାନ୍ଧନ୍ତି । ବିଦ୍ୟୁତ୍ ଖୁଣ୍ଟ, ଘରର ପାରାପେଟି ଆଦିରେ ମଧ୍ୟ ବଣିମାନେ ରହୁଥିବା ଦେଖାଯାଏ । ପୋକଜୋକ, ଫଳ, ମଣିଷର ଖାଦ୍ୟର ଅବଶେଷ, ଶସ୍ୟ କଣିକା ଉପରେ ବଣିମାନେ ନିର୍ଭରଶୀଳ । ରଙ୍ଗ ଓ ଆକାର ଦୃଷ୍ଟିରୁ ମାଈ ଓ ଅଣ୍ଡିରା ବଣି ଉଭୟ ସମାନ । ବଣିମାନେ ସାଧାରଣତଃ ଗ୍ରୀଷ୍ମ ଋତୁରେ ବସା ବାନ୍ଧନ୍ତି । ମାଈବଣି ଥରକେ ୪-୫ଟି ଗାଢ଼ ନୀଳରଙ୍ଗର ଡିମ୍ବ ପାରିଥାଏ । 'କିକ୍-କିକ୍-କିକ୍' ଶବ୍ଦରୁ ବଣିଙ୍କ ଉପସ୍ଥିତି ବାରିହୋଇପଡେ । ବଣିମାନେ ଯୋଡ଼ି ଯୋଡ଼ି ବୁଲିବାକୁ ପସନ୍ଦ କରନ୍ତି । ଯୋଡ଼ିବଣି ଦେଖିବା ଶୁଭ ବୋଲି ଓଡ଼ିଆଙ୍କ ବିଶ୍ଵାସ । [୧]
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| ବଣି ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିଜାତିରେ ଜାତି ସୂଚି Acridotheres tristis | |
- ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଣି ସମ୍ପର୍କିତ ତଥ୍ୟ
- Common Myna videos, photos & sounds on the Internet Bird Collection
- (Indian Myna =) Common Myna - Species text in The Atlas of Southern African Birds.
- Indian Myna Control Handbook
- "Acridotheres tristis". Integrated Taxonomic Information System. http://www.itis.gov/servlet/SingleRpt/SingleRpt?search_topic=TSN&search_value=554025. Retrieved 23 February 2009.
- Common Myna video on Wild Sri Lanka
- ANU Indian Common Myna page about Mynas as an invasive species in Australia and what can be done to control them