ଫୋଷ୍ଟାମାଟିନିବ
Clinical data | |
---|---|
Trade names | Tavalisse, Tavlesse |
Synonyms | Fostamatinib disodium hexahydrate, tamatinib fosdium, R-788, NSC-745942, R-935788 |
AHFS/Drugs.com | monograph |
MedlinePlus | a618025 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 55% (tamatinib metabolite) |
Protein binding | 98% (tamatinib metabolite) |
Metabolism | Gut (ALP to tamatinib) Liver (tamatinib metabolite by CYP3A4, UGT1A9) |
Elimination half-life | 15 hours |
Excretion | faecal (80%), urine (20%) |
Identifiers | |
| |
ECHA InfoCard | 100.125.771 |
Chemical and physical data | |
Formula | C23H26FN6O9P |
Molar mass | ୫୮୦.୪୭ g·mol−1 |
3D model (JSmol) | |
| |
|
ଫୋଷ୍ଟାମାଟିନିବ (ଇଂରାଜୀ ଭାଷାରେ Fostamatinib), ଟାଭାଲିସ୍ ଏବଂ ଟାଭଲେସ୍ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ (ITP) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଅନ୍ୟାନ୍ୟ ଔଷଧ କାମ କରୁନଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଅଇ, ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡ ବୁଲାଇବା, ଯକୃତ ସମସ୍ୟା, ରାସ, ପେଟ ଯନ୍ତ୍ରଣା, ଥକାପଣ, ଛାତି ଯନ୍ତ୍ରଣା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତକଣିକା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୩] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏନଜାଇମ ସ୍ପ୍ଲିନ ଟାଇରୋସିନ କାଇନେଜକୁ (SYK) ଅବରୋଧ କରିଥାଏ । ଏହା ପ୍ଲାଟେଲେଟର ପ୍ରତିରକ୍ଷା ପ୍ରଣାଳୀର ବିନାଶକୁ ହ୍ରାସ କରିଥାଏ ।[୨]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫୋଷ୍ଟାମାଟିନିବ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଥରକୁ ୧୫୦ ମିଗ୍ରା, ଦିନକୁ ଦୁଇଥର ଭାବରେ ଦେଲେ ମାସକୁ ପ୍ରାୟ ୪,୬୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୧୩,୦୦୦ ଡଲାର ଅଟେ ।[୬]
ଆଧାର[ସମ୍ପାଦନା]
- ↑ "Fostamatinib (Tavalisse) Use During Pregnancy". Drugs.com. 22 October 2018. Archived from the original on 26 March 2020. Retrieved 5 May 2020.
- ↑ ୨.୦ ୨.୧ "Tavlesse EPAR". European Medicines Agency (EMA). 12 November 2019. Archived from the original on 25 August 2021. Retrieved 2020-03-26. This article incorporates text from this source, which is in the public domain.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Tavalisse- fostamatinib tablet". DailyMed. 10 May 2018. Archived from the original on 28 October 2020. Retrieved 5 May 2020.
- ↑ "Fostamatinib Monograph for Professionals". Drugs.com (in ଇଂରାଜୀ). Archived from the original on 17 April 2021. Retrieved 13 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1081. ISBN 978-0857114105.
- ↑ "Tavalisse Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 13 December 2021.