Jump to content

ଫୋଷ୍ଟାମାଟିନିବ

ଉଇକିପିଡ଼ିଆ‌ରୁ
(Fostamatinibରୁ ଲେଉଟି ଆସିଛି)
ଫୋଷ୍ଟାମାଟିନିବ
Clinical data
Trade namesTavalisse, Tavlesse
SynonymsFostamatinib disodium hexahydrate, tamatinib fosdium, R-788, NSC-745942, R-935788
AHFS/Drugs.commonograph
MedlinePlusa618025
data
Pregnancy
category
  • US: N (Not classified yet) []
  • Not recommended
Routes of
administration
By mouth
Legal status
Legal status
Pharmacokinetic data
Bioavailability55% (tamatinib metabolite)
Protein binding98% (tamatinib metabolite)
MetabolismGut (ALP to tamatinib)
Liver (tamatinib metabolite by CYP3A4, UGT1A9)
Elimination half-life15 hours
Excretionfaecal (80%), urine (20%)
Identifiers
  • [6-({5-Fluoro-2-[(3,4,5-trimethoxyphenyl)amino]-4-pyrimidinyl}amino)-2,2-dimethyl-3-oxo-2,3-dihydro-4H-pyrido[3,2-b][1,4]oxazin-4-yl]methyl dihydrogen phosphate
ECHA InfoCard100.125.771 Edit this at Wikidata
Chemical and physical data
FormulaC23H26FN6O9P
Molar mass୫୮୦.୪୭ g·mol−1
3D model (JSmol)
  • Fc1cnc(nc1Nc2nc3N(C(=O)C(Oc3cc2)(C)C)COP(=O)(O)O)Nc4cc(OC)c(OC)c(OC)c4
  • InChI=1S/C23H26FN6O9P/c1-23(2)21(31)30(11-38-40(32,33)34)20-14(39-23)6-7-17(28-20)27-19-13(24)10-25-22(29-19)26-12-8-15(35-3)18(37-5)16(9-12)36-4/h6-10H,11H2,1-5H3,(H2,32,33,34)(H2,25,26,27,28,29) checkY

ଫୋଷ୍ଟାମାଟିନିବ (ଇଂରାଜୀ ଭାଷାରେ Fostamatinib), ଟାଭାଲିସ୍ ଏବଂ ଟାଭଲେସ୍ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ (ITP)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ଔଷଧ କାମ କରୁନଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଅଇ, ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡ ବୁଲାଇବା, ଯକୃତ ସମସ୍ୟା, ରାସ, ପେଟ ଯନ୍ତ୍ରଣା, ଥକାପଣ, ଛାତି ଯନ୍ତ୍ରଣା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତକଣିକା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏନଜାଇମ ସ୍ପ୍ଲିନ ଟାଇରୋସିନ କାଇନେଜକୁ (SYK) ଅବରୋଧ କରିଥାଏ । ଏହା ପ୍ଲାଟେଲେଟର ପ୍ରତିରକ୍ଷା ପ୍ରଣାଳୀର ବିନାଶକୁ ହ୍ରାସ କରିଥାଏ ।[]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫୋଷ୍ଟାମାଟିନିବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଥରକୁ ୧୫୦ ମିଗ୍ରା, ଦିନକୁ ଦୁଇଥର ଭାବରେ ଦେଲେ ମାସକୁ ପ୍ରାୟ ୪,୬୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୧୩,୦୦୦ ଡଲାର ଅଟେ ।[]

  1. "Fostamatinib (Tavalisse) Use During Pregnancy". Drugs.com. 22 October 2018. Archived from the original on 26 March 2020. Retrieved 5 May 2020.
  2. 1 2 3 4 5 6 "Tavalisse- fostamatinib tablet". DailyMed. 10 May 2018. Archived from the original on 28 October 2020. Retrieved 5 May 2020.
  3. 1 2 "Tavlesse EPAR". European Medicines Agency (EMA). 12 November 2019. Archived from the original on 25 August 2021. Retrieved 2020-03-26.  This article incorporates text from this source, which is in the public domain.
  4. "Fostamatinib Monograph for Professionals". Drugs.com (in ଇଂରାଜୀ). Archived from the original on 17 April 2021. Retrieved 13 December 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 1081. ISBN 978-0857114105.
  6. "Tavalisse Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 13 December 2021.