ଫେସବୁକ

ଉଇକିପିଡ଼ିଆ ରୁ
ଫେସବୁକ ଆଇ.ଏନ.ସି
Type ବେସରକାରୀ
ତିଆରି କରାଯାଇଥିଲା କେମବ୍ରିଜ, Massachusetts(୨୦୦୪ (୨୦୦୪))
ପ୍ରତିଷ୍ଠାତା
ମୂଖ୍ୟସ୍ଥାନ ପାଲୋ ଅଲଟୋ, କାଲିଫର୍ଣିଆ
ଦେଶ ସାରା
ମୂଳ ଲୋକ
ଲାଭ increase ଆମେରିକା $୨ ବିଲିୟନ (୨୦୧୦)
କର୍ମଚାରୀ ୨୦୦୦+(୨୦୧୧)[୧]
ବେବସାଇଟ facebook.com
ଆଇପି୪ଭି ସାହାଯ୍ୟ www.v6.facebook.com
ଆଲେକ୍ସା ସ୍ଥାନ steady ୨ (ମାର୍ଚ ୨୦୧୧[୨])
ସାଇଟର ପ୍ରକାର ସାମାଜିକ ଯୋଗାଯୋଗ ସାଇଟ
ଅନଲାଇନ ପ୍ରଚାର ବ୍ୟାନର ଆଡ, ଗେମ
ଖାତାଖୋଲା ନିହାତି ଦରକାରୀ
ବ୍ୟବହାରକାରୀ ୬୦୦ ମିଲିୟନ[୩][୪] (ଜାନୁଆରି ୨୦୧୧ରେ ସଚଳ)
ମିଳୁଥିବା ସଂସ୍କରଣ ବହୁଭାଷୀ
ପ୍ରଥମେ ଆସିଥିଲା ଫେବ୍ରୁୟାରୀ ୪, ୨୦୦୪
ଏବେକାର ସ୍ଥିତି ସଚଳ

ଏହା ଏକ ଅନଲାଇନ ସାମାଜିକ ଯୋଗାଯୋଗ ସାଇଟ । ଏଠାରେ ସାଙ୍ଗମାନଙ୍କ ସହ କଥାବାର୍ତା, ଭାବର ଆଦାନ ପ୍ରଦାନ, ନୂଆ ଫଟୋଚିତ୍ର ଓ ଭିଡ଼ିଓ ବଣ୍ଟନ ଓ ନାନା ଆପ୍ଲିକେସନ ସଫ୍ଟବେର ବ୍ୟବହାର କରି ଇଣ୍ଟରନେଟରେ ନିଜର ସାମାଜିକ ସମ୍ପର୍କ ବଢ଼ାଯାଇପାରେ ।

ଏବେ ଯାଏଁ ଫେସବୁକର ବ୍ୟବହାରକାରୀ ମାନଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ ।

ହାରଭାର୍ଡ଼ ବିଶ୍ଵବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ଵିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ Category:ଅକଟୋବର ୨୮, ୨୦୦୩ରେ ଫେସମାସ(ଫେସବୁକର ପୂର୍ବାବସ୍ଥା)ର କୋଡ଼ ଲେଖିଥିଲେ । ସେଥିରେ ଗୋଟିଏ ଫରଦରେ ଦୁଇଜଣ ଅଲଗା ଅଲଗା ଶ୍ରେଣୀର ଛାତ୍ରୀଙ୍କ ଫଟୋ ରଖି କିଏ ବେସି ସୁନ୍ଦର ବାଛିବାକୁ ଇଉଜରମାନଙ୍କୁ କୁହାଯାଉଥିଲା । [୫][୬]

ମାର୍କ ଜୁକରବର୍ଗ ନିଜର ପଢ଼ା-ବସା-ଘରେ ଫେସବୁକ ତିଅରି କରିଥିଲେ ବାକି ସାଙ୍ଗମାନଙ୍କ ସହ

[ଏହାକୁ ବଦଳାନ୍ତୁ] କମ୍ପାନୀ

ପାଲୋ ଅଲଟୋ, କାଲିଫର୍ଣିଆର ଫୋର୍ଡ ପାର୍କରେ ଥିବା ଫେସବୁକର ମୁଖ୍ୟ କମ୍ପାନୀକୁ ରାସ୍ତା

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

  1. "Press Info", ଫେସବୁକ ମେ ୨୭, ୨୦୧୧ ।
  2. Facebook.com – Traffic Details from Alexa. Alexa Internet. http://www.alexa.com/siteinfo/facebook.com. Retrieved February 7, 2011. 
  3. "Goldman to clients: Facebook has 600 million users". MSNBC. January 5, 2011. http://www.msnbc.msn.com/id/40929239/ns/technology_and_science-tech_and_gadgets/. Retrieved July January 15, 2011. 
  4. [businessinsider.com]
  5. Locke, Laura (July 17, 2007). "The Future of Facebook". Time (New York). http://www.time.com/time/business/article/0,8599,1644040,00.html. Retrieved November 13, 2009. 
  6. Tabak, Alan J. (February 9, 2004). "Hundreds Register for New Facebook Website". The Harvard Crimson. http://web.archive.org/web/20050403215543/www.thecrimson.com/article.aspx?ref=357292. Retrieved November 7, 2008. 

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା