ଉଇକିଅଭିଧାନ

ଉଇକିପିଡ଼ିଆ ରୁ
ସିଧାସଳଖ ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପକୁ ଯିବା ପାଇଁ, www.wiktionary.org ଦେଖନ୍ତୁ, କିମ୍ବା ଓଡ଼ିଆ ଉଇକି-ଅଭିଧାନ ପାଇଁ ଉଇକି ଅଭିଧାନ ଦେଖନ୍ତୁ ।
Wiktionary
Wiktionary logoWiktionary logo
Detail of the Wiktionary main page. All major wiktionaries are listed by number of articles.
Screenshot of wiktionary.org home page
URL http://www.wiktionary.org
ସ୍ଳୋଗାନ The Free Dictionary
ବ୍ୟବସାୟିକ ? No
ସାଇଟର ପ୍ରକାର Online dictionary
ରେଜେଷ୍ଟ୍ରିକରଣ ଇଚ୍ଛାଧିନ
ମିଳୁଥିବା ଭାଷା Multi-lingual (over 170)
ମାଲିକ ଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେ Jimmy Wales and the Wikimedia community
ଆରମ୍ଭ କରାଯାଇଥିଲା ୧୨ ଡିସେମ୍ବର ୨୦୦୨
ଆଲେକ୍ସା କ୍ରମାଙ୍କ negative increase 614 (April 2014)[୧]
ଏବେକାର ସ୍ଥିତି ସଚଳ

ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[୨]

ଇତିହାସ[ସମ୍ପାଦନା]

୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।[୩]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]