ଫିନଲ୍ୟାଣ୍ଡ

ଉଇକିପିଡ଼ିଆ ରୁ
ଫିନଲ୍ୟାଣ୍ଡ ପତାକା
ଫିନଲ୍ୟାଣ୍ଡ ଅବସ୍ଥିତି

ଫିନଲ୍ୟାଣ୍ଡ ଉତ୍ତର ଇଉରୋପ ରେ ଥିବା ଏକ ଦେଶ।ଏହି ଦେଶଟିର ଆନୁଷ୍ଠାନିକ ନାମ "ରିପବ୍ଲିକ ଅଫ୍ ଫିନଲାଣ୍ଡ" । ଏହାର ପଶ୍ଚିମରେ ସୁଇଡେନ,ଉତ୍ତରରେ ନରୱେ,ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛନ୍ତି ।ଆୟତନ ଦୃଷ୍ଟିରୁ ଫିନଲ୍ୟାଣ୍ଡ ଇଉରୋପର ଆଠନମ୍ବର ଦେଶ ıଏହାର ଲୋକ ସଂଖ୍ୟାମାତ୍ର ୫୫ ଲକ୍ଷ ମଧ୍ୟରେ ıଫିନଲ୍ୟାଣ୍ଡର ରାଜଧାନୀର ନାମ ହେଲସିଙ୍କି ।

ଇତିହାସ[ସମ୍ପାଦନା]

ଦ୍ବାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ସୁଇଡେନର ଏକ ଅଂଶ ବିଶେଷ ଥିଲା । ପୁଣି ୧୮୦୯ରୁ ୧୯୦୭ପର୍ଯ୍ୟନ୍ତ ଏହା ଋଷିଆ ଅଧୀନରେ ରହିଥିଲା ı ୧୯୧୭ ରେ ଏକ ଗୃହଯୁଦ୍ଧ କ୍ରମେ ଋଷିଆ କର୍ତ୍ତୃତ୍ବରୁ ବାହାରି ଏହା ସ୍ବାଧୀନ ହେଲା । ୧୯୫୫ ରେ ଫିନଲ୍ୟାଣ୍ଡ ଜାତିସଂଘର ସଦସ୍ୟ ଏବଂ ୧୯୯୫ରେ ଇଉରୋପୀୟ ୟୁନିୟନର ସଦସ୍ୟଭାବେ ସ୍ବୀକୃତି ପାଇଲା ।

ଭୂଗୋଳ[ସମ୍ପାଦନା]

ଧର୍ମ[ସମ୍ପାଦନା]

ପ୍ରଶାସନିକ ବିଭାଜନ[ସମ୍ପାଦନା]

ଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥାଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]