ଫାରିସିମାବ

ଉଇକିପିଡ଼ିଆ‌ରୁ
ଫାରିସିମାବ
Monoclonal antibody
TypeWhole antibody
SourceHumanized
TargetVEGF-A, angiopoietin 2[୧]
Clinical data
Trade namesVabysmo
SynonymsRO6867461; RG7716; faricimab-svoa
AHFS/Drugs.commonograph
data
Routes of
administration
Intravitreal
Legal status
Legal status
Chemical and physical data
FormulaC6506H9968N1724O1026S45
Molar mass୧,୩୦,୧୯୭.୦୫ g·mol−1

,

ଫାରିସିମାବ (ଇଂରାଜୀ ଭାଷାରେ Faricimab), ଭାବିସମୋ ବ୍ରାଣ୍ଡ ଏହାର ଏକ ବେପାର ନାମ, ଏକ ଔଷଧ ଯାହା ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ (nAMD) ଏବଂ ମଧୁମେହ ଜନିତ ମାକୁଲାର ଇଡିମା (DME) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖିରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କଞ୍ଜକ୍ଟାଇଭାଲ ରକ୍ତସ୍ରାବ ହୋଇପାର ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି, ଯାହା ଉଭୟ ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି ଫ୍ୟାକ୍ଟର୍ (VEGF) ଏବଂ ଆଞ୍ଜିଓପୋଏଟିନ୍ 2 (ଆଙ୍ଗ-୨)କୁ ଅବରୋଧ କରିଥାଏ, ଯାହାଦ୍ୱାରା ଆଖିରେ ନୂତନ ରକ୍ତନଳୀ ବୃଦ୍ଧି କମିଯାଏ ।[୧] [୫]

୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫାରିସିମାବକୁ ଅନୁମୋଦନ କରାଯାଇଥିଲା ।[୧] [୫] ଯୁକ୍ତରାଜ୍ୟରେ ଏକ ୨୮.୮ ମିଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୮୬୦ ପାଉଣ୍ଡ ।[୬] ଯୁକ୍ତରାଷ୍ଟ୍ରରେ ୬ ମିଗ୍ରା ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୨,୩୦୦ ଡଲାର ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Vabysmo- faricimab injection, solution". DailyMed. 7 February 2022. Archived from the original on 21 February 2022. Retrieved 20 February 2022.
  2. "Archive copy". Archived from the original on 2022-10-13. Retrieved 2022-10-28.{{cite web}}: CS1 maint: archived copy as title (link)
  3. "Summary Basis of Decision - Vabysmo". Health Canada. 31 August 2022. Archived from the original on 29 September 2022. Retrieved 29 September 2022.
  4. "Vabysmo Product information". Health Canada. 25 April 2012. Archived from the original on 1 October 2022. Retrieved 30 September 2022.
  5. ୫.୦ ୫.୧ ୫.୨ "Vabysmo EPAR". European Medicines Agency (EMA). 19 July 2022. Archived from the original on 14 October 2022. Retrieved 14 October 2022.
  6. "Faricimab". SPS - Specialist Pharmacy Service. 16 November 2018. Archived from the original on 11 December 2022. Retrieved 11 December 2022.
  7. "Vabysmo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 11 December 2022.