ପ୍ରେମିକାୟ ନମ

ଉଇକିପିଡ଼ିଆ‌ରୁ
ପ୍ରେମିକାୟ ନମ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକସୁଶିଲ କୁମାର ସାହୁ
ସଂଳାପଦୀପକ ଜେନା
କଳାକାରଋଷି
ତନୁଶ୍ରୀ
ସୟାଲ
ସଙ୍ଗୀତବିଘ୍ନାଞ୍ଜ ବ୍ୟାଣ୍ଡ୍
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୨ ସେପ୍ଟେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମିକାୟ ନମ, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଶିଲ କୁମାର ସାହୁ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶକ ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଘ୍ନାଞ୍ଜ ବ୍ୟାଣ୍ଡ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଋଷି, ତନୁଶ୍ରୀ ଓ ସୟାଲ । ଏହି କଥାଚିତ୍ରଟି ୧୨ ସେପ୍ଟେମ୍ବର ୨୦୨୧ରେ ତରଙ୍ଗ ଟିଭିରେ ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଘ୍ନାଞ୍ଜ ବ୍ୟାଣ୍ଡ୍ । ଗୀତିକାର ନିର୍ମଳ ନାୟକ, ତପୁ ନାୟକ ଓ ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ଆଶୁତୋଷ ମହାପାତ୍ର, ନଭ୍ୟା ଜ୍ୟୋତି, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ପ୍ରେମିକାୟ ନମଃ"ନିର୍ମଳ ନାୟକଆଶୁତୋଷ ମହାପାତ୍ର, ନଭ୍ୟା ଜ୍ୟୋତି 
2."ସା ରା ରା"ଦେବୀଦତ୍ତ ମହାନ୍ତିଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ 
3."ଜୀବନଟା ମୋହମାୟା"ତପୁ ନାୟକତାରିକ୍ ଅଜିଜ୍ 

ଆଧାର[ସମ୍ପାଦନା]

  1. OdiaMovieDB. "Premikaya Namah". Odia Movie Database - A Collate of Odia Cinema. Retrieved 2021-12-03.

ବାହାର ଆଧାର[ସମ୍ପାଦନା]